ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜିଠାରୁ ପୁଣି ଦୁଲୁକିବ ଚଇତି ମଞ୍ଚ। – ରଙ୍ଗାରଙ୍ଗ କାର୍ଯକ୍ରମରେ ପୁଣି ଦୁଲିକିବ ଚଇତି ମଞ୍ଚ

ଆଜିଠାରୁ ପୁଣି ଦୁଲୁକିବ ଚଇତି ମଞ୍ଚ

– ରଙ୍ଗାରଙ୍ଗ କାର୍ଯକ୍ରମରେ ପୁଣି ଦୁଲିକିବ ଚଇତି ମଞ୍ଚ

ଯୋଗଦେବେ ଓଡ଼ିଶାର ସୁନାମ ଧନ୍ୟ କଳାକାର ଅସୀମା ପଣ୍ଡା ଓ ମଣ୍ଠୁ ଛୁରିଆ

ରାୟଗଡ଼ – ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ. ମନମୋହନ ସିଂହଙ୍କ ଦେହାନ୍ତ ପରେ ଭାରତ ସରକାରଙ୍କ ୭ଦିନିଆ ରାଷ୍ଟ୍ରୀୟ ଶୋକ ଦିବସ ପାଳନ ଯୋଗୁଁ ଚଇତି ଲୋକ ମହୋତ୍ସବ ସ୍ଥଗିତ କରାଯାଇଥିଲା l ପୁଣି ଆଜି ଠାରୁ ଆସନ୍ତା ୪-୦୧-୨୦୨୫ ରିଖ ଯାଏଁ ୩ଦିନ ଧରି ଚାଲିବ। ସ୍ଥାନୀୟ କଳାକାର ମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖିବାକୁ ମିଳୁଛି। ଏପରିକି ଜିଲ୍ଲା ବାସି ମଧ୍ୟ ନୁଆ ବର୍ଷରେ ନୂଆ କାର୍ଯ୍ୟକ୍ରମ ସାଙ୍ଗକୁ ଚଇତି ମହୋତ୍ସବ୨୦୨୪ ର ମଜା ଉଠାଇଵେ। ଆଜି ସ୍ଥାନୀୟ କଳାକାର ମାନଙ୍କ ସହିତ ଓ ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ସାଥି କଳାକାର ପରିବେଷଣ କରିବେ l ସେହିପରି ଆସନ୍ତା ତିନି ତାରିଖରେ ସ୍ଥାନୀୟ କଳାକାର ମାନେ ପରିବେଷଣ କରିବେ ନିଜ ନିଜର କଳା ପ୍ରଦର୍ଶନ l ସେହିପରି ଆସନ୍ତା ୪ତାରିଖରେ ଅର୍ଥାତ ଶେଷ ଦିବସରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାର ମଣ୍ଟୁଛୁରିଆ ଓ ତାଙ୍କ ସାଥି କଳାକାର ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ l ପଲିଶ୍ରୀ ମେଳା ଓ ଉନ୍ନୟନ ପ୍ରଦର୍ଶନୀ ଚାଲୁ ରହିଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଏବଂ ଜିଲ୍ଲାପାଳ ପାରୁଲ ପାଟୁୱରି ଏହି ମହୋତ୍ସବରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଅନୁରୋଧ କରାଯାଉଛି l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ପ୍ରଭାରୀ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କ ଦିନିକିଆ ରାୟଗଡ ଗସ୍ତ “ବିକାଶ ମେଳାର ଆୟୋଜନ ସମ୍ବଦ୍ଧରେ ବୈଠକରେ ସମୀକ୍ଷା” 

masiha

ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସତସଙ୍ଗ,ବଣଭୋଜି ଓ ସହ ଯୋଗ ଶିକ୍ଷକ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ବଣ୍ଟନ

Sunil Chandra Nayak

ତେରେସିଂହାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

Leave a Comment

error: Content is protected !!