ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ଆର୍ ପି ଏଫ୍ ଙ୍କ ଦ୍ୱାରା  ସିବିକ୍ ଏକ୍ସନ ପ୍ରୋଗ୍ରାମ ଏବଂ ହେଲ୍ଥ କ୍ୟାମ୍ପ ଆୟୋଜିତ

ଭବାନୀ ପାଟଣା – : କଳାହାଣ୍ଡି ଜିଲ୍ହା ଲାଞ୍ଜିଗଡ ବ୍ଲକ ଲାଞ୍ଜୀ ଗ୍ରାମ ପଂଚାୟତ ର ଜାମଚୁଆ ଠାରେ 12 ବାଟାଲିୟନ  ସି ଆର୍ ପି ଏଫ୍ ଙ୍କ ଦ୍ୱାରା  ସିବିକ୍ ଏକ୍ସନ ପ୍ରୋଗ୍ରାମ ଏବଂ ହେଲ୍ଥ କ୍ୟାମ୍ପ ଆୟୋଜନ କରାଯାଇଥିଲା । ଏହି ପ୍ରୋଗ୍ରାମ ରେ ଜମଚୁଆ, ଡାହାଣୀ ପଦର,ଖକ୍ସି, ଯୋଵା ଗାଁ, ମାଚୁଲ ର 100 ଜଣ ପରିବାର ଙ୍କୁ ପାଣି ଡ୍ରମ, କଡେଇ, ଡେ଼କଚି, ପ୍ରେସର କୁକର ବଣ୍ଟନ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ ରେ  ସି ଆର୍ ପି ଏଫ୍  12 ବାଟାଲିୟନ କୋମାଣ୍ଡେଣ୍ଟ ଶ୍ରୀ ନନ୍ଦ କିଶୋର କୁମାର ପ୍ରସାଦ,ସହାୟକ କୋମାଣ୍ଡେଣ୍ଟ ଶ୍ରୀ ଅମିତ ସିଂ, ଚିକିତ୍ସା ଅଧିକାରୀ ଡା: ମନୀଷ ସିଂ, ୱାର୍ଡ ସଭ୍ୟ ଶ୍ରୀମତୀ ଚିନ୍ତା ମାଝୀ , ଶ୍ରୀ ଶଙ୍ଖ ଚରଣ ବେଶ୍ରା ଷ୍ଟେଟ ବ୍ୟାଙ୍କ ମେନେଜର, ଶ୍ରୀ ଘାସି ମାଝୀ ଜାମଚୁଆ ସ୍କୁଲ ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଫୁଲଗଛ ପ୍ରତି ସମର୍ପିତ ପ୍ରାଣ ବିଜୟ ସ୍ବାଇଁ

Sunil Chandra Nayak

କୃଷି,କୃଷକ ଓ ଯୁବକଙ୍କୁ ନେଇ ଖବୁଶୀଘ୍ର କୃଷି କନ୍‌କ୍ଲେଭ – ୨୦୨୩

Odisha Forest Department Sets Monthly Foot Patrolling Targets for Field Staff

Sunil Chandra Nayak

Leave a Comment

error: Content is protected !!