ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ୍ ମୁଖ୍ୟମନ୍ତ୍ରୀ ଡକ୍ଟର୍ ସଦାଶିବ ତ୍ରିପଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର – ତା ୨୧/୦୪ ରିଖରେ ଜୟଦେବ ଭବନ ଠାରେ ଅନଷ୍ଠିତ ହେଇଯାଇଛି ଓଡ଼ିଶାର ପୂର୍ବତନ୍ ମୁଖ୍ୟମନ୍ତ୍ରୀ ଡକ୍ଟର୍ ସଦାଶିବ ତ୍ରିପଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ।

ଏହି ରାଜ୍ୟସ୍ତରୀୟ ଜୟନ୍ତୀକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ବର ମିଳିତ ସହଯୋଗରେ ଅନୁଷ୍ଠିତ ହେଇଥିଲା। ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଅଭିଭକ୍ତ କୋରାପୁଟ ଜିଲ୍ଲାର ଗୌରବ, ଓଡ଼ିଶାର ପୂର୍ବତନ୍ ମୁଖ୍ୟମନ୍ତ୍ରୀ ଡକ୍ଟର୍ ସଦାଶିବ ତ୍ରିପଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଥିଲା।

ଏହି ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦେଇ ଥିଲେ। ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଓ ଦୀପ ପ୍ରଜାଳନ କରି ବିନମ୍ର ଶ୍ରଦ୍ଧଞ୍ଜଳି ଜଣାଇଲେ। ମ ନି ସ

Related posts

ସାହିତ୍ୟ ଅଗଣା

Sunil Chandra Nayak

ବସ୍ତାରେ ଦୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ 

Sunil Chandra Nayak

ନୀଳଗିରିରେ ସାମ୍ବାଦିକଙ୍କୁ ନିର୍ଯ୍ୟାତନାକୁ ଜାନର ନିନ୍ଦା

Sunil Chandra Nayak

Leave a Comment

error: Content is protected !!