ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ପକ୍ଷରୁ ଖଡ଼ିଆଳ ଏନଏସି ଚେରମେନ ଙ୍କୁ ସ୍ୱାଗତ

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତି ଶମ୍ଭୁ କିଶୋର ଦଣ୍ଡସେନା ଙ୍କ ସଭାପତିତ୍ୱରେ ପରିଷଦ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଖଡ଼ିଆଳ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ଏକ ବୈଠକ ରେ ଶ୍ରୀଯୁକ୍ତ ଗୁପ୍ତା ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ଉନ୍ନତି କାମାନା କରିଥିଲେ । ବୈଠକରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ଉପକୂଳପତି ସୁରେନ୍ଦ୍ର କୁମାର ପ୍ରଧାନୀ, ମୂଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ନାଏକ, ମୂଖ୍ୟ ସଂଙ୍ଗଠକ ଙ୍କ ସମେତ ପରମେଶ୍ୱର ବାରିକ, କୋଷାଧ୍ୟକ୍ଷ ଶ୍ରୀବସ୍ଚ ବାରିକ, ସହ ସମ୍ପାଦକ ସୁନିଲ କୁମାର ମାଝୀ, ଯୁଗ୍ମ ସମ୍ପାଦକ ଘୁମେଷ କୁମାର ଚଳାନ ,ସହ ସଂଗଠନ ବିଭୁତି ଭୂଷଣ ବିଶି ଉପସ୍ଥିତ ଥିଲେ । ଖଡ଼ିଆଳ ଏନଏସି କନିଷ୍ଠ ଯନ୍ତ୍ରୀ ତାମ୍ରଧ୍ୱଜ ମାଝୀ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ରେ ନୂତନ ଭାବେ ନିର୍ମିତ ହୋଇଥିବା ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ସାମାଜ ଗୃହ କୁ ଚେରମେନ ବୁଲି ଦେଖିଥିଲେ । ସାମାଜ ର ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ରେ ମୁ ସହଯୋଗ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉମାକାନ୍ତ ଦାସ ଙ୍କ କବିତା “ମା” ଗଡ଼ଚଣ୍ଡୀ ସ୍ତୁତି

Sunil Chandra Nayak

ବରିଷ୍ଠ ନେତା ଶରତ ପଟ୍ଟନାୟକପିସିସି ସଭାପତି ନିଯୁକ୍ତ

ବଲା ଗାଁ ରେ ଶୋଇଥିବା ଅବସ୍ଥାରେ ନିଆଁ ରେ ଜଳି ସ୍ବାମୀ ସ୍ତ୍ରୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!