ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ଶ୍ରେଣୀ ଗୃହ ଓ ସ୍ବାସ୍ଥ୍ୟ ଶିବିର ଉଦ୍ଘାଟିତ

ଢ଼େଙ୍କାନାଳ : ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ମାଣିକମରା ଗ୍ରାମ ପଞ୍ଚାୟତ ର ଜୟ ଦୁର୍ଗା ବିଦ୍ୟା ମନ୍ଦିର ରେ ନୂତନ ଶ୍ରେଣୀ ଗୃହ ଓ ଜାତୀୟ ଗ୍ରାମ୍ୟ ସ୍ବାସ୍ଥ୍ୟ ମିଶନ ଜରିଆ ରେ ଗୋଷ୍ଠୀ ସ୍ତରୀୟ ସ୍ବାସ୍ଥ୍ୟ ଶିବିର ର ଶୁଭ ଉଦ୍ଘାଟନ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଙ୍କ ଦ୍ୱାରା ସମ୍ପାଦିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାୟକ ଡ଼ଃ. ନୃସିଂହ ଚରଣ ସାହୁ,ଢ଼େଙ୍କାନାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଶୋକ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ବେହେରା, ପରଜଙ୍ଗ ବ୍ଲକ୍ ର ଜିଲ୍ଲା ପରିଷଦ ସଦସ୍ୟା (ଜୋନ୧) ରୁନୁ ବର୍ମା, ନିରାକାର ପାତ୍ର (ଜୋନ ୨) , ସ୍ଥାନୀୟ ସରପଞ୍ଚ ନର୍ମଦା ନାୟକ, ସମିତି ସଭ୍ୟା ରୁନୁବଳା ନାୟକ, ଶ୍ରମିକ ନେତା ଦିଲ୍ଲୀପ ବର୍ମା ସମେତ ବିଦ୍ୟା ମନ୍ଦିରର ଶିକ୍ଷକ ଶିକ୍ଷୟତ୍ରୀ,ମେଡ଼ିକାଲ କର୍ମଚାରୀ, ବିଜେଡ଼ି ର ବହୁ କର୍ମୀ , ଜନସାଧାରଣ ଉପସ୍ଥିତି ହୋଇଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କୌଶଲ୍ୟା ଦୀପ ନୂଆପଡା ଜିଲ୍ଲା ଭାଇସ ପ୍ରେସିଡେଣ୍ଟ ନିର୍ବାଚିତ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ବୟସ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା କିମ୍ପା ହେବା ମନେ ଦୁଃଖି

Leave a Comment

error: Content is protected !!