ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ ୪ ଜଣିଆ ରାଜ୍ୟସ୍ତରୀୟ ଟିମ୍

ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ ୪ ଜଣିଆ ରାଜ୍ୟସ୍ତରୀୟ ଟିମ୍

ବନ୍ଧୁଗାଁ ତା, ୧୦/୧/୨୫,କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଦିନ ୩ଘଣ୍ଟା ସମୟରେ ରାଜ୍ୟ ସ୍ତରୀୟ ୪ ଜଣିଆ ସ୍ବାସ୍ଥ୍ୟ ଟିମ୍ ଗସ୍ତ କରି କାୟା କଳ୍ପ ମୂଲ୍ୟାଙ୍କନର ସ୍ଥିତି ଅନୁଧ୍ୟାନ କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡଃ ବିମଳ କୁମାର ବାଘ ଓ ବିପିଏମ ଅସିତ କୁମାର ମହାପାତ୍ର ସହଯୋଗ କରିଥିଲେ। ଏଥିରେ ରାଜ୍ୟସ୍ତରୀୟ ଅଧିକାରୀ ମାନେ ଡଃ ଶୁଭ୍ରାଂଶୁ ପ୍ରଧାନ,ପ୍ରଣୟ କୁମାର ମହାପାତ୍ର ଦେବବ୍ରତ ପତି ଓ ପୂର୍ଣଚନ୍ଦ୍ର ଭୋଇ ଗସ୍ତରେ ଆସି ସ୍ବାସ୍ଥ୍ଯ କେନ୍ଦ୍ରର ପରିଷ୍କାର,ପରିଛନ୍ନତା,ରୋଗୀ ସେବା, କର୍ମଚାରୀମାନଙ୍କ ଜ୍ଞାନ କୌଶଳ ଆକଳନ କରିଥିଲେ।

 ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ପର୍ଯ୍ୟଟନ ସ୍ଥଳୀ କାର୍ଯ୍ୟ ତଦାରଖ ସହ ସ୍ୱଚ୍ଛତାକୁ ନେଇ ସମୀକ୍ଷା କଲେ ଡିଏଫଓ ଓ ଉନ୍ନୟନ କମିଟି

Sunil Chandra Nayak

ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ରାଜପଥ ଜଗିଛି ଏଆଇ କ୍ୟାମେରା

Sunil Chandra Nayak

ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ,ଓଡ଼ିଶାର ୧୦ମ ପ୍ରତିଷ୍ଠା ଦିବସ 

masiha

Leave a Comment

error: Content is protected !!