ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବାସୀ ଭାରତୀୟ ଦିବସ-୨୦୨୫ ରେ ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଳା ସ୍ତରରେ ପ୍ରଥମ ଛାତ୍ରୀ ଏସ୍ ହାରିକା ,ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଲା ସ୍ତରରେ ଦ୍ଵିତୀୟ ଛାତ୍ରୀ ପରମେଶ୍ୱରୀ 

ପ୍ରବାସୀ ଭାରତୀୟ ଦିବସ-୨୦୨୫ ରେ ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଳା ସ୍ତରରେ ପ୍ରଥମ ଛାତ୍ରୀ ଏସ୍ ହାରିକା ,ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଲା ସ୍ତରରେ ଦ୍ଵିତୀୟ ଛାତ୍ରୀ ପରମେଶ୍ୱରୀ 

ନବରଙ୍ଗପୁର:(୧୦|୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ନୂଆଗୁଡା ର ଏସ୍ ସଂଗୀତା ଙ୍କ ଝିଅ ଏସ୍ ହାରିକା, ଡାବୁଗାଁ ସରକାରୀ ଏକ୍ସ ବୋର୍ଡ ୟୁ ଜି ୟୁ ପି ବିଦ୍ୟାଳୟ, ଅଷ୍ଟମ ଶ୍ରେଣୀ ର ଛାତ୍ରୀ ଡାବୁଗାଁ ବ୍ଲକରେ ପ୍ରଥମ ହୋଇଥିବା ବେଳେ ଜିଲ୍ଲାରେ ପ୍ରଥମ, ଚଚରାଗୁଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକଙ୍କ ଝିଅ ଚଚରାଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ପରମେଶ୍ୱରୀ ନାୟକ ବ୍ଳକ ସ୍ତରରେ ପ୍ରଥମ ହୋଇଥିବା ବେଳେ ଜିଲ୍ଲାରେ ଦ୍ଵିତୀୟ ହୋଇ “ପ୍ରବାସୀ ଭାରତୀୟ ଦିବସ-୨୦୨୫” ରେ ପୁରସ୍କାର ବିଜେତା ହୋଇ ଜିଲ୍ଲା ଓ ବ୍ଳକର ଟେକ ରଖି ବିଦ୍ୟାଳୟ ନାମକୁ ଜିଲ୍ଲାରେ ପ୍ରଶଂଶନୀୟ କରାଇଛନ୍ତି l ସେଥିନେଇ ସବୁ ଆଡୁ ପ୍ରଶଂସା ର ସୁଅ ଛୁଟିଛି l

ପାଠ ପଢିବ ତ ଏମିତି, ଝିଅ ହେବ ତ ଏମିତି ବୋଲି ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି l ଉକ୍ତ ଖବର ଜଣା ପଡିବା ପରେ ଛାତ୍ରୀ ଦ୍ୱୟଙ୍କ ନିମନ୍ତେ ବୁଦ୍ଧିଜିବୀ ମହଲରୁ ଛାତ୍ରୀ ଦ୍ୱୟଙ୍କ ପାଇଁ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦସ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ବିସାଳ ରାଲି

Sunil Chandra Nayak

ସ୍ୱତନ୍ତ୍ର ବିକାଶ  ପରିଷଦ  ବିଭିନ୍ନ ପ୍ରକଳ୍ପ ଉଦ୍ଧଘାଟନ

Sunil Chandra Nayak

ୟୁ. ଜି. ଏମ୍. ଆଇ. ଟି. ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୭୭ତମ ଜନ୍ମ ଦିବସ ପାଳିତ

masiha

Leave a Comment

error: Content is protected !!