ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ବରିଷ୍ଠ ବିଭାଗ ର ଦୁଇ ଜଣ ଓ କନିଷ୍ଠ ବିଭାଗର ଦୁଇ ଜଣ ସିଲ ପାଇ ହେଲେ ପୁରସ୍କୃତ

ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ବରିଷ୍ଠ ବିଭାଗ ର ଦୁଇ ଜଣ ଓ କନିଷ୍ଠ ବିଭାଗର ଦୁଇ ଜଣ ସିଲ ପାଇ ହେଲେ ପୁରସ୍କୃତ 

ନବରଙ୍ଗପୁର:(୧୩|୧)(ରବି ନାରାୟଣ ମହାନ୍ତି)ବିଶ୍ଵ ଯୁବ ଦିବସ ଅବସରରେ ବଡ ଆମ୍ବଡା ସରକାରୀ ନୁତନ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ତମ୍ବାଖୁ ମୁକ୍ତ ଅଭିଯାନ ମେଡିକାଲ ଅଫିସର ଡାଃ ଜିତେନ କୁମାର ତ୍ରିପାଠୀ ଓ ଡାଃ ସର୍ବେଶ୍ଵର ବାହିନିପତି ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶିଶୁପାଳ ରନ୍ଧାରୀ ସମ୍ମାନୀତ ଅତିଥି ଭାବେ ବଡ ଆମ୍ବଡା ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟ ର ଆଦର୍ଶ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା, ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳ ନାୟକ, ଜଗମୋହନ ବିଶୋୟୀ, କାମଦେବ ବକ୍ରୀୟା ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଯୁବ ପିଡିଙ୍କୁ ଉତ୍ସାହିତ କରିଥିଲେ l ଶେଷରେ ଫାଇନାଲ ମ୍ୟାଚ ରେ କମଳ ନାୟକ ଓ ଶଙ୍କର ପୂଜାରୀ ବରିଷ୍ଠ ବିଭାଗ ୱିନର ହୋଇଥିବାବେଳେ କନିଷ୍ଠ ବିଭାଗ ୱିନର ଶଙ୍କର ନାୟକ ଓ କବିରାଜ ଭତ୍ରl ହୋଇଥିଲେ l ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ମେଡିକାଲ ଅଫିସର ଦ୍ୱୟ ଙ୍କ ଦ୍ଵାରା ଦୁଇଦଳକୁ ସିଲ ଦେଇ ପୁରସ୍କୃତ କରିଥିଲେ l କ୍ରୀଡ଼ା ପ୍ରେମୀ ଷାଠିଏ ରୁ ସତୁରି ଜଣ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ଉପସ୍ଥିତ ରହି ଦୁଇ ବିଭାଗ ର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଲଡୁଗାଁ କଲେଜରେ ବାର୍ଷିକ କ୍ରୀଡା ଉଦଯାପିତ

Sunil Chandra Nayak

ଓଡ଼ିଶା ଟେନିସ କ୍ରିକେଟ ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

masiha

ନେଗିଗୁଡା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!