ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା 

କଳାହାଣ୍ଡି ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା 

ଭବାନୀପାଟଣା, ୧୪/୦୧()- କଳାହାଣ୍ଡି ଉତ୍ସବ ଉଦଘାଟନ ପୂର୍ବରୁ ଆଜି ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସିର୍ଲିଗୁଡ଼ାସ୍ଥିତ ବାବା ରବିଦାସ ସାଂସ୍କୃତିକ ଅନୁଷ୍ଠାନ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଜୟପାଟଣାସ୍ଥିତ ମା ଜଗଜ୍ଜନନୀ ଘୁମୁରା ଦଳ ଦ୍ଵିତୀୟ ଓ ମୋଟେରସ୍ଥିତ ଚମ୍ପେଶ୍ୱର ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଘୁମୁରା ପ୍ରତିଯୋଗିତା ଉପକମିଟିର ନୋଡାଲ ଅଧିକାରୀ ପ୍ରଶାନ୍ତ ମିଶ୍ର, ଅଧ୍ୟକ୍ଷ ଗୌରାଙ୍ଗ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଚାରକ ଭାବେ ସକିତ ରତେ, ଭାରତ ଭୂଷଣ ଚଲାନ, ଦିଲୀପ ଠାକୁର, ପିତାମ୍ବର ରଣା, ଚୈତନ୍ୟ ରାଉତ, ବିଜୟ ପ୍ରଧାନୀ ପ୍ରମୁଖ ବିଚାରକ ଦାୟିତ୍ୱ ତୁଲାଇଥିଲେ। 

( ମ ନି ସ ) 

Related posts

ବନ୍ଧୁଗାଁ ଶ୍ରୀ ଶିରିଡ଼ି ସାଇ ବାବା ମନ୍ଦିରର ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

masiha

ବାଲିସାହି ଉତ୍ତରା ଶାସନ ଅଙ୍ଗନବାଡି କେନ୍ଦ୍ରରେ ଏଚ୍. ଭି. ଟିକା ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ଏକ ଟି ମାତ୍ରା ପାଳନ 

Sunil Chandra Nayak

ଅଲ ଓଡିଶା ଡ୍ରାଇଭର ସଂଘର “ଚକ ଜାମ, ଷ୍ଟେରିଙ୍ଗ ଛାଡ଼ “ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!