ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା 

କଳାହାଣ୍ଡି ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା 

ଭବାନୀପାଟଣା, ୧୪/୦୧()- କଳାହାଣ୍ଡି ଉତ୍ସବ ଉଦଘାଟନ ପୂର୍ବରୁ ଆଜି ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସିର୍ଲିଗୁଡ଼ାସ୍ଥିତ ବାବା ରବିଦାସ ସାଂସ୍କୃତିକ ଅନୁଷ୍ଠାନ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଜୟପାଟଣାସ୍ଥିତ ମା ଜଗଜ୍ଜନନୀ ଘୁମୁରା ଦଳ ଦ୍ଵିତୀୟ ଓ ମୋଟେରସ୍ଥିତ ଚମ୍ପେଶ୍ୱର ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଘୁମୁରା ପ୍ରତିଯୋଗିତା ଉପକମିଟିର ନୋଡାଲ ଅଧିକାରୀ ପ୍ରଶାନ୍ତ ମିଶ୍ର, ଅଧ୍ୟକ୍ଷ ଗୌରାଙ୍ଗ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଚାରକ ଭାବେ ସକିତ ରତେ, ଭାରତ ଭୂଷଣ ଚଲାନ, ଦିଲୀପ ଠାକୁର, ପିତାମ୍ବର ରଣା, ଚୈତନ୍ୟ ରାଉତ, ବିଜୟ ପ୍ରଧାନୀ ପ୍ରମୁଖ ବିଚାରକ ଦାୟିତ୍ୱ ତୁଲାଇଥିଲେ। 

( ମ ନି ସ ) 

Related posts

ବ୍ଲକ ସ୍ତରୀୟ ଜାତୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

masiha

ଆରଏସପି ୧୯୯୩ ବ୍ୟାଚ ଆପ୍ରେଣ୍ଟିସ ଙ୍କ ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ଆମପାଣି ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି ଶିବିର 

Leave a Comment

error: Content is protected !!