ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଡ୍ୟାମ ସର୍କଲ : ଚାଲିଛି ଅଜବ ଶାସନ !!

ଇନ୍ଦ୍ରାବତୀ ଡ୍ୟାମ ସର୍କଲ : ଚାଲିଛି ଅଜବ ଶାସନ !!

ବିଦ୍ୟାଳୟ ମେଡ଼ିକାଲ ରାସ୍ତାଘାଟ ପାଇଁ ଅନୁଦାନ ଶୁନ କିନ୍ତୁ ଗାର୍ଡ ୱାଲ ଡ୍ରେନ ପାଇଁ ହାତ ଖୋଲା !!!

ତେନ୍ତୁଳିଖୁଣ୍ଟି ୦୩/୧୧/୨୩ // ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଡ୍ୟାମ ସର୍କଲ ଏବେ କାହା ଇସାରା ରେ ଚାଲୁଛି ଜଣା ପଡୁନି। ଅଭିଯୋଗ ହେଉଛି ଓଡିଶା ଜଳ ବିଦ୍ୟୁତ ନିଗମ ଦ୍ୱାରା ପରିଚାଳିତ ହେବା ବେଳେ ନିଗମ ର ଖର୍ଚ୍ଚ କମାଇ ନିଗମ ଠୁଁ ବାଃ ବାଃ ନେବା ପାଇଁ ଯେଭଳି ପ୍ରକଳ୍ପ ଚାଲୁଥିଲା ଏବେ ମଧ୍ୟ ସେମିତି ଚଳାଉଛନ୍ତି କିଛି ଅଧିକାରୀ। ଇନ୍ଦ୍ରାବତୀ ପ୍ରକଳ୍ପ ରେ ଥିବା କ୍ୱାଟର ଆବଣ୍ଟନ ଠୁଁ ଆରମ୍ଭ କରି ଏଷ୍ଟିମେଟ ସେକ୍ସନ ଏପରିକି ଠିକା କିଏ କରିବ ସେତେବେଳେ ଯେମିତି ହେଉଥିଲା ଏବେ ବି ସେମିତି ଚଳାଇଛନ୍ତି। ଇନ୍ଦ୍ରାବତୀ ଡ୍ୟାମ ସର୍କଲ ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଙ୍କ ଅଫିସ ରୁ କୌଣସି ଏଷ୍ଟିମେଟ ଫାଇଲ ମୁଖ୍ୟଯନ୍ତ୍ରୀ ଇନ୍ଦ୍ରାବତୀ କୋଲାବ ବେସିନ ଙ୍କ ପାଖକୁ ଯାଇ ସେଠାରୁ ପାସ ହୋଇ ନିର୍ବାହୀ ଯନ୍ତ୍ରୀ ଙ୍କ ଅଫିସ କୁଆସିବା କଥା । ନିର୍ବାହୀ ଯନ୍ତ୍ରୀ କାମ କୁ ଟେଣ୍ଡର ମାଧ୍ୟମ ରେ ହେଉ ଅବା ଆୱାର୍ଡ ରେ କରାଇବା ନିଷ୍ପତ୍ତି ନେବା କଥା। କିନ୍ତୁ କୌଣସି ଉଦ୍ଦେଶ୍ୟ ରଖି ମୁଖ୍ୟଯନ୍ତ୍ରୀ ଏଷ୍ଟିମେଟ ପାସ କରିବା ପରେ ପୁଣି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ଆସୁଛି । ଇନ୍ଦ୍ରାବତୀ ଡ୍ୟାମ ସର୍କଲ ରେ ସରକାରୀ ନିୟମ କୁ ଆଖି ବୁଜି ଦେଇ ସରକାର ଙ୍କ ଆଖି ଆଢୁଆଳ ରେ ଏଭଳି ଅନିୟମିତତା ଚାଲିଛି । ଏଥିପାଇଁ ଅଫିସ ଖର୍ଚ୍ଚ ବୋଲି ଠିକାଦାର ଙ୍କ ଠାରୁ ଅର୍ଥ ଆଦାୟ ହେଉଥିବା ଅଭିଯୋଗ ମଧ୍ୟ ହେଉଛି।  

ଏଷ୍ଟିମେଟ ସେକ୍ସନ ର ଅଧିକାରୀ ଇସାରା ରେ ଏଭଳି ହେଉଥିବା ଅଭିଯୋଗ ହେଉଛି। 2022-23 ଆର୍ଥିକ ବର୍ଷରେ ଆୱାର୍ଡ ନାମରେ 49 ସବୁ କାମ ଏଭଳି ରାତି ଅଧିଆ ହେଲାଯେ ବିଲ ହେଲାବେଳେ ଲୋକେ ଜାଣିଲେ ଇତିମଧ୍ୟରେ ଦୁଇ କୋଟି ପଚାଶ ଲକ୍ଷ ଟଂକାର ବିଲ ହୋଇଗଲା। ପ୍ରକଳ୍ପ ରେ ଯେଉଁଠି ନିଜ ଅଧୀନରେ ଥିବା ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ର ଦୈନିକ ପରିଚାଳନା ପାଇଁ ଟଙ୍କା ଟିଏ ଦେବାକୁ ଅଧିକାରୀ ଅକ୍ଷମତା ପ୍ରକାଶ କରୁଛନ୍ତି ସେଠାରେ କାର୍ଯ୍ୟ ର ପରିସର ନିଗମ ଅଧିନ ରେ ଥିବା ବେଳେ ଯାହା ଥିଲା ଏବେ ତାହା ରହିଛି ସେତେବେଳେ ଚାରି ଗୋଟି ଗାଡି ଭଡାରେ ଲାଗିଥିଲା ଏବେ ସାତ ଟି ,କିନ୍ତୁ ମେଡ଼ିକାଲ ଆମ୍ବୁଲାନ୍ସ ପାଇଁ ଅର୍ଥ ଖର୍ଚ୍ଚ ବେଳେ ନିୟମ ବତାଉଛନ୍ତି ସି ଡି ଏମ ଓ ଙ୍କ ଆଡ଼କୁ ଦେଖାଉନ୍ତି।

 ଯେଉଁଠି ଆୱାର୍ଡ ନାମରେ ଗାର୍ଡ ୱାଲ ଡ୍ରେନ ହେଲା କିନ୍ତୁ ଡ୍ୟାମ ଯିବାକୁ ରାସ୍ତା ହୋଇପାରିଲାନି । ଏଷ୍ଟିମେଟ କରିବା ବେଳେ ଡ୍ୟାମ ରାସ୍ତା କୁ କିଭଳି ଭୁଲିଗଲା ଏଷ୍ଟିମେଟ ସେକ୍ସନ ବୋଲି ପ୍ରଶ୍ନ ଉଠୁଛି। ମେଡ଼ିକାଲ ,ବିଦ୍ୟାଳୟ ପାଇଁ ଟଙ୍କାଟିଏ କିଭଳି ଏଷ୍ଟିମେଟ କରାଯାଇ ପାରୁନି ? ମେଡ଼ିକାଲ ପରିଚାଳନା ପ୍ରକଳ୍ପ ଅଧୀନରେ ରହିଛି ନିଜ ବିଭାଗ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ ଦେଉ ନ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଡେପୁଟେସନ ରେ ଦେଇଥିବା ଡାକ୍ତର ଓ କର୍ମଚାରୀ ଙ୍କୁ ବାସ ଉପଯୋଗୀ କ୍ୱାଟର ଦେବା ପାଇଁ ବ୍ୟବସ୍ଥା ମଧ୍ୟ ଇନ୍ଦ୍ରାବତୀ ଡ୍ୟାମ ସର୍କଲ  କର୍ତ୍ତୃପକ୍ଷ ଏକ ବର୍ଷ ବିତିଯାଇଥିଲେ ବି ବ୍ୟବସ୍ଥା କରି ନଥିବା ଅଭିଯୋଗ ହେଉଛି। 

       ଦୀର୍ଘ ଦିନ ଧରି ଇନ୍ଦ୍ରବତୀ ପ୍ରକଳ୍ପ ଦ୍ବାରା ପାରିପାର୍ଶ୍ବିକ ଉନ୍ନତି ପାଇଁ ଟଙ୍କା ଟିଏ ଖର୍ଚ୍ଚ କରୁନଥିବା ନେଇ ଅଭିଯୋଗ ମଧ୍ୟ ହେଉଛି  ଇନ୍ଦ୍ରାବତୀ ଡ୍ୟାମ ସର୍କଲ ରେ ଅଧିକାଂଶ ସ୍ଥାୟୀ ଅଧିକାରୀ ପଦବୀ ଖାଲି ରହି ଥିବା ସହ ଅମଲା ପଦବୀ ମଧ୍ୟ ଖାଲି ରହିଛି। ଏଣୁ ଅଜବ ଶାସନ ପାଇଁ କିଛି ପୁରୁଣା ଅଧିକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ବିଦ୍ୟାଳୟ ,ମେଡ଼ିକାଲ ,ରାସ୍ତା ଜଳ ଯୋଗାଣ ଆଦି ପାଇଁ ଆବଶ୍ୟକ ଆର୍ଥିକ ଅନୁଦାନ ସାଙ୍ଗକୁ ପ୍ରକଳ୍ପ ର ସମସ୍ୟା ସମାଧାନ ପାଇଁ ଜଳ ସେଚନ ବିଭାଗ ରସର୍ବୋଚ୍ଚ ଯନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ନୀଲମ ଫାଉଣ୍ଡେସନ ତରଫରୁ ଗୁରୁଦିବସ ପାଳନ

masiha

ହିନ୍ଦୋଳ ଉପଖଣ୍ଡ ରେ ରୁଙ୍ଗୁଟା କମ୍ପାନୀ କୁ ନେଇ ଦିନକୁ ଦିନ ବଢୁଛି ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort