ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମସିହା ନିଉଜ ପ୍ରସାରଣ ପରେ ପ୍ରଶାସନ ର ଚେତା ପଶିଲା ! କାକୁଡିରୁମା ବସୁଧା ଯୋଜନା କାମ ଆରମ୍ଭ

ମସିହା ନିଉଜ ପ୍ରସାରଣ ପରେ ପ୍ରଶାସନ ର ଚେତା ପଶିଲା ! କାକୁଡିରୁମା ବସୁଧା ଯୋଜନା କାମ ଆରମ୍ଭ

   ମୟୂରଭଞ୍ଜ – ୨୭/୦୪ // ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଲୁହାଶିଳା ପଞ୍ଚାୟତ ଅଧୀନସ୍ଥ କାକୁଡିରୁମା ରେ ଆଦିବାସୀ ମାନେ ଆଜି ବି ଅବହେଳିତ ହୋଇ ଦୁର୍ବିସହ ଜୀବନ କାଟୁଛନ୍ତି। ସମସ୍ତେ ଦାରିଦ୍ର୍ୟତ ସୀମାରେଖା ତଳେ ରହିଛନ୍ତି। କାକୁଡିରୁମା ରେ ପ୍ରାୟ 123ଟି ଘର lସେହିଗାଁ 5ଟି ନଳକୂପ ଥିଲେ ମଧ୍ୟ ଠିକ୍ ରେ ପାଣି ବାହାରୁ ନ ଥିବାରୁ ଗାଁ ଲୋକ ଙ୍କ ପାଇଁ ଗୋଟିଏ ଥର ଗୋଟିଏ ପାଣି ଟାଙ୍କି ଟ୍ରାକଟର ସାହାଯ୍ୟ ରେ ଯୋଗାଇ ଦିଆଯାଉଛି l ଗୋଟିଏ ଦିନ ରେ ଗୋଟିଏ ଥର ପାଣିଟାଙ୍କି ନିଅଟ ହେଉଛି lକାକୁଡିରୁମା ଗାଁ ରେ ବିଗତ 5ବର୍ଷ ରୁ ଅଧିକ ହେବ ବସୁଧାଯୋଜନା କାମ ଅଧା ପନ୍ତରା ହୋଇପଡ଼ିରହିଛି l ବସୁଧା ଟାଙ୍କି ରୁ କେବେ ପାନୀୟ ଜଳ ପାଇଁବେ ଗ୍ରାମବାସୀ ଏହି ଖବର ସମ୍ବାଦ ରେ ପ୍ରକାଶିତ ହୋଇ ଥିଲା ଆଜି ରବିବାର ଛୁଟି ଦିନ ରେ ହେଲେ ଵି ବସୁଧା ଯୋଜନା କାର୍ଯ୍ୟ ଆରମ୍ଭ କଲେ l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

କୁରୁଗୁଡା ଉଚ୍ଚ ବିଦ୍ୟାଳୟ ରେ ‘ପିତାମାତା-ଅଭିଭାଵକ ଅଂଶୀଦାର’ ସମ୍ମିଳନୀ ଅନୁଷ୍ଠିତ

masiha

କଳାହାଣ୍ଡି : ଥୁଆମୂଳ ରାମପୁର ବ୍ଲକ ରେ କଫି ଚାଷ । ଆଦିବାସୀ ମହିଳା ଙ୍କୁ ନୂଆ ପରିଚୟ ଦେବ କଫି ଚାଷ…

masiha

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ ସେବା ଶିବିର ଉଦଘାଟିତ

masiha

Leave a Comment

error: Content is protected !!