ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶଙ୍କରଡା ବନପାଳଙ୍କ ବିୟୋଗ         

ଶଙ୍କରଡା ବନପାଳଙ୍କ ବିୟୋଗ         

ରାୟଗଡା :- ରାୟଗଡା ଜିଲ୍ଲା ଟିକିରି ରେଞ୍ଜ ର ଶଙ୍କରଡା ବନପାଳ ଗୌତମ ପଣ୍ଡା ଙ୍କ ବ୍ରେନଷ୍ଟ୍ରୋକ ରେ ବ୍ରହ୍ମପୁର ବଡ ମେଡିକାଲ ରେ ମୁର୍ତ୍ୟୁ ଘଟିଛି। ବ୍ରହ୍ମପୁର ରୁ ମୋରଶରୀର କୁ ରବିବାର ତାଙ୍କ ପୈତୃକ ଘର ରାୟଗଡା ଅଣାଯାଇଥିଲା। ଦୁର୍ଭାଗ୍ୟ ଯେ ସେ ୨୦୨୫ ଜୁନ ମାସରେ ଅବସର ଗ୍ରହଣ କରିଥାନ୍ତେ। ତାଙ୍କର ମୁର୍ତ୍ୟୁ ବେଳକୁ ପାଖରେ ତାଙ୍କର ସ୍ତ୍ରୀ, ଝିଅ ଆଉ ପୁଅ ଥିଲେ। ସେ ଜଣେ ମେଳାପୀ, ମିଷ୍ଟଭାଷୀ ଥିଲେ। ତାଙ୍କର ମୁର୍ତ୍ୟୁ ଖବରରେ ରାୟଗଡା ଓ ଟିକିରି ଅଞ୍ଚଳ ରେ ଶୋକର ଶାୟା ଖେଳି ଯାଇଛି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ

Sunil Chandra Nayak

ନବରଙ୍ଗପୁର ଠାରେ ବିହନ ଉତ୍ପାଦକମାନଙ୍କୁ ନେଇ ବୈଠକ  ଅଣସ୍ୱୀକୃତିପ୍ରାପ୍ତ ବିହନ କମ୍ପାନୀମାନଙ୍କ ବିହନ ବିକ୍ରି ରୋକିବାକୁ ଗୁରୁତ୍ୱ 

masiha

ମୁଣ୍ଡରା ଗୁଡ଼ାରେ ଗ୍ରାମୀଣ ସଚେତନତା ସମାବେଶ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!