ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପାର ଆଇଡି ଦ୍ୱାରା ପିଲାଙ୍କ ତଥ୍ୟ ପାଇଁ ତାଲିମ ଶିବିର 

ଅପାର ଆଇଡି ଦ୍ୱାରା ପିଲାଙ୍କ ତଥ୍ୟ ପାଇଁ ତାଲିମ ଶିବିର 

ବନ୍ଧୁଗାଁ ତା, ୨୦/୧/୨୫,ଅପାର ଆଇଡି କିପରି ଭାବରେ ଉତ୍ପାଦିତ କରିହବ ତାକୁ ନେଇ ତା ବିଷୟରେ ଶିକ୍ଷା ଦେବାପାଇଁ  ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ଠାରେ ଆଜି ବନ୍ଧୁଗାଁ ବ୍ଲକର ୧୧୨ ଟି ସ୍କୁଲର ଶିକ୍ଷକ ଓ ଶିକ୍ଷୟ ତ୍ରୀଙ୍କୁ ନେଇ ଆଜି ସ୍କୁଲ ସ୍ତରରେ ଯଥାଶୀଘ୍ର ଆପାର ଆଇଡି ତିଆରି ବା ଉତ୍ପାଦିତ କରିବା ପାଇଁ କ୍ୟାମ୍ପ ରେ ଆଜି ଆଲୋଚନା ହୋଇଥିଲା I ଅପାର ଆଇଡି ର ମୁଖ୍ୟ କାମ ହେଲା ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଠ ପଢା ଠାରୁ ଆରମ୍ଭ କରି ବିଦ୍ୟାଳୟ ରୁ ପାସ ହୋଇ ଅନ୍ୟ ବିଦ୍ୟାଳୟ କୁ ଯିବା ପାଇଁ ହେଲେ ଅପାର ଆଇଡି ରେ ପିଲାଙ୍କ ସମସ୍ତ ତଥ୍ୟ ରହିଥାଏ I ଏହି ଆପାର ଆଇଡି ହେଉଛି ୱାନ student ୱାନ nation ଭାରେ ଆଧାରରେ ଯେମିତି ଜଣଙ୍କ ପରିଚୟ ଥାଏ ସେହିପରି ଅପାର ଆଇଡ଼ିରେ ମଧ୍ୟ ଗୋଟେ ଛାତ୍ର କିମ୍ଭା ଛାତ୍ରୀଙ୍କ ସ୍କାନ କୋଡ଼ ଦ୍ୱାରା ଛାତ୍ର ର ସମସ୍ତ ତଥ୍ୟ ଜାଣିବା ପାଇଁ ହୋଇଅଛି I ଏହି ଅପାର ଆଇଡି କୋଡ଼ ଦ୍ୱାରା ସ୍କୁଲର ପ୍ରମାଣ ପତ୍ର ମଧ୍ୟ ନକଲିର କରିବା ପାଇଁ ଅସମ୍ଭବ ପର ପରି କହିଥିଲେ I ଏଥିରେ ମୁଖ୍ୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ମଦନ ପାଣି ଉପସ୍ଥିତ ରହିଥିବା ବେଳେ ତାଲିମ କେନ୍ଦ୍ରରେ ଯୋଜନା ସଂଯୋଜକ ଭାବରେ ଦୁର୍ଯ୍ୟୋଧନ ଖରା ସ୍କୁଳରେ ଆପାର ଆଇଡି କେଉଁ ପ୍ରକାର ଭାବରେ ଉତ୍ପାଦନ କୋରାଯିବ ତାକୁ କେଉଁ ପ୍ରକାର ଭାବରେ ବ୍ୟବହାର କୋରାଯାଇ ପାରିବ ତା ବିଷୟରେ ଆଧାର ନେଇ ତାଲିମ ଦିଆଯାଇଥିଲା I

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ଶାନ୍ତି ଶକ୍ତି ଭବନରେ ନବରାତ୍ର ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ସିଆଇଟିୟୁର ଅଖିଳ ଭାରତୀୟ ନେତା ବିଷ୍ଣୁ ମହାନ୍ତିଙ୍କ ପରଲୋକ

ଚଇତି ଶୁଭାରମ୍ଭ ଓ କଲ୍ୟାଣସିଂହପୁରରେ ଚଇତି ପରବ ନିମନ୍ତେ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!