ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେମନ୍ ଗ୍ରାସ୍ ପ୍ଲାଣ୍ଟ ରେ ନିଆଁ 

ଲେମନ୍ ଗ୍ରାସ୍ ପ୍ଲାଣ୍ଟ ରେ ନିଆଁ 

କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ମାଣ୍ଡିଆଗୁଡ଼ା ଲେମନ୍ ଗ୍ରାସ୍ ପ୍ଲାଣ୍ଟ ରେ ଆଜି ସନ୍ଧ୍ୟା ବେଳେ କୌଣସି କରଣ ବଶତଃ ନିଆଁ ଲାଗି ହୁତୁହୂତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା।ସେତେଟା କୌଣସି କ୍ଷକ୍ଷତି ହୋଇନଥିଲେ ମଧ୍ୟ ଚାରି ଜଣ ଶ୍ରମିକ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣା ପଡିଛି।ତେଲ ବାହାର କଲା ପରେ ମେସିନ ରୁ ବାହାରୁ ଥିବା ଘାସ ଗୁଡିକ ଚାରିଆଡେ ପଡିଥିଲା ସେଥିରେ ନିଆଁ ଲାଗିଥିଲା। ଏହା ଦେଖି ସ୍ଥାନୀୟ ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ ଦମକଳ ଗାଡ଼ି ଆସି ନିଆଁ କୁ ଆୟତ କରିଥିବା ଜଣା ପଡିଛି।

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଶିକ୍ଷାବିତ୍ ପ୍ରବୀର କୁମାର ଦୁବେଙ୍କୁ ସମ୍ବର୍ଦ୍ଧନା

masiha

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ 

Sunil Chandra Nayak

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

masiha

Leave a Comment

error: Content is protected !!