ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ସାମ୍ବାଦିକ ବିୟୋଗ ରେ ଶୋକ 

ବରିଷ୍ଠ ସାମ୍ବାଦିକ ବିୟୋଗ ରେ ଶୋକ 

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଲକ୍ଷ୍ମୀ ପ୍ରସାଦ ରଥ ଙ୍କ ଅକାଳ ବିୟୋଗ ରେ ସମସ୍ତ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ଏହିପରି ଏକ ଦୁଃଖଦ ପରିବେଶ ଭିତରେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସେମିଳିଗୁଡା ପ୍ରେସ୍ କ୍ଲବ୍ ପରିସରରେ ରହିଥିବା ପାଠାଗାର ରେ ଶୋକସଭା ଆୟୋଜନ କରାଯାଇଥିଲା । ଯେଉଁଥିରେ କି ଜିଲ୍ଲା ସଭାପତି ଶଶଧର ରାଉତ , ସହ ସମ୍ପାଦକ ଶରତ କୁମାର ଧଳ , କାର୍ଯ୍ୟକାରୀ ସମ୍ପାଦକ ତ୍ରିନାଥ ଖରା , କାର୍ଯ୍ୟକାରୀ ସଦସ୍ୟ କୁରୁମା ରାଓ , ପ୍ରଭାତ ସୁତାର , ପତି ମୁଠାଇ , ସୁନାମ ହନ୍ତାଳ , କ୍ଷୀରୋଦ ଭୋଳ , କୃତିବାସ ପ୍ରଧାନ ଙ୍କ ସହ ସଂଘର ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ରହିଥିଲେ।

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନବନ୍ଦର ଦାବିରେ ପୁଣି ତେଜିଲା ଆନ୍ଦୋଳନ 

ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ୮୦ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

କଳାହାଣ୍ଡି ର ଯୁବକବି ସନ୍ତୋଷ କୁମାର ମେହେର ପାଇଲେ ଚଳିତବର୍ଷ ର ସର୍ବଶ୍ରେଷ୍ଠ କବିତା ପ୍ରତିଭା ସମ୍ମାନ

masiha

Leave a Comment

error: Content is protected !!