ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେମନ୍ ଗ୍ରାସ୍ ପ୍ଲାଣ୍ଟ ରେ ନିଆଁ 

ଲେମନ୍ ଗ୍ରାସ୍ ପ୍ଲାଣ୍ଟ ରେ ନିଆଁ 

କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ମାଣ୍ଡିଆଗୁଡ଼ା ଲେମନ୍ ଗ୍ରାସ୍ ପ୍ଲାଣ୍ଟ ରେ ଆଜି ସନ୍ଧ୍ୟା ବେଳେ କୌଣସି କରଣ ବଶତଃ ନିଆଁ ଲାଗି ହୁତୁହୂତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା।ସେତେଟା କୌଣସି କ୍ଷକ୍ଷତି ହୋଇନଥିଲେ ମଧ୍ୟ ଚାରି ଜଣ ଶ୍ରମିକ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣା ପଡିଛି।ତେଲ ବାହାର କଲା ପରେ ମେସିନ ରୁ ବାହାରୁ ଥିବା ଘାସ ଗୁଡିକ ଚାରିଆଡେ ପଡିଥିଲା ସେଥିରେ ନିଆଁ ଲାଗିଥିଲା। ଏହା ଦେଖି ସ୍ଥାନୀୟ ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ ଦମକଳ ଗାଡ଼ି ଆସି ନିଆଁ କୁ ଆୟତ କରିଥିବା ଜଣା ପଡିଛି।

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

masiha

ଭାପୁର ଦୁଷ୍କର୍ମ ଅଭିଯୁକ୍ତକୁ ତୁରନ୍ତ ଗିରଫ, ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ, ଜିଲ୍ଲାରେ ମହିଳା ସୁରକ୍ଷା, ଭାପୁର ଫାଣ୍ଡିକୁ ଥାନାରେ ପରିଣତ କରିବା, ପୋଲିସ ମହା ନିର୍ଦ୍ଦେଶକଙ୍କୁ ଦାବିପତ୍ର 

କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ଓକିଲ ସଂଘର ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!