ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ନୁଆଁ ପଡା ଅଙ୍ଗନବାଡି କେନ୍ଦ୍ର ରେ ନେତାଜୀ ଜୟନ୍ତୀ ପାଳିତ

ଗୋଲାମୁଣ୍ଡା ନୁଆଁ ପଡା ଅଙ୍ଗନବାଡି କେନ୍ଦ୍ର ରେ ନେତାଜୀ ଜୟନ୍ତୀ ପାଳିତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ନୁଆଁ ପଡା ଅଙ୍ଗନବାଡି କେନ୍ଦ୍ର ରେ ନେତାଜୀ ଜୟନ୍ତୀ ପାଳିତ ହୋଇ ଯାଇଛି। ଏଥିରେ ଅଙ୍ଗନବାଡି କର୍ମି ମିନତି ପଣ୍ଡା ଙ୍କ ସଭାପତିତ୍ବ ରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିବା ସହ ଛାତ୍ର ଛାତ୍ରୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଆଦର୍ଶ କୁ ଗ୍ରହଣ କରି ନିଜ ଜୀବନକୁ ଆଗକୁ ନେବା ପାଇଁ ମାର୍ଗ ଦର୍ଶନ ଦେଇଥିଲେ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ସାପ ଚୋଟରେ ମହିଳା ମୃତ

Sunil Chandra Nayak

ବାଜା, ବାଣ, ରୋଷଣୀ ସହିତ ଦୁଲୁକିଲା ଗାଁ ଦାଣ୍ଡ ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

ଜନସାଧାରଣଙ୍କର ସଚେତନତା ପାଇଁ ପୋଷଣ ପାଖଡା-2023 ପାଳନ ଅବସରରେ ପଦଯାତ୍ରା ଏବଂ ସାଇକେଲ ରାଲି 

Sunil Chandra Nayak

Leave a Comment

error: Content is protected !!