ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ସ୍ମୃତି ଭବନରେ ସମ୍ମାନିତ ହେଲେ ଶିକ୍ଷକ ଭରତ ସାହୁ

ଗାନ୍ଧୀ ସ୍ମୃତି ଭବନରେ ସମ୍ମାନିତ ହେଲେ ଶିକ୍ଷକ ଭରତ ସାହୁ

ଖଇରା,୨୫/୦୧/୨୫- ଜାତୀୟ ମତଦାତା ଦିବସ ୨୦୨୫ ରେ ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀରୁ ଶିକ୍ଷକ ଭରତ ସାହୁ ନିର୍ବାଚନ ଦାୟିତ୍ବ ସୁଚାରୁ ରୂପେ ସମ୍ପାଦନା କରିଥିବାରୁ ଏବଂ ଭୋଟର ତାଲିକାରେ ନୂତନ ଭୋଟରଙ୍କୁ ଅଧିକ ପରିମାଣରେ ପଞ୍ଜିକରଣ କରାଇବା ସହିତ ମୃତ ଭୋଟରଙ୍କ ନାମ ଓ ଏକାଧିକ ଥର ନାମ ଥିବା ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ କରି ଏକ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି କରିବାରେ ସଫଳ ହୋଇଥିବାରୁ ବାଲେଶ୍ଵର ଜିଲ୍ଲାପାଳ ଗାନ୍ଧୀ ସ୍ମୃତି ଭବନ ବାଲେଶ୍ଵରରେ ଆୟୋଜିତ ଉତ୍ସବରେ ବେଷ୍ଟ ସୁପରଭାଇଜର ରୁପେ ସମ୍ମାନିତ କରିଛନ୍ତି । ସାହୁଙ୍କର ସଫଳତାରେ ଖଇରା ବ୍ଲକର ଜନସାଧାରଣ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାଇକେଲ ପ୍ରଦାନ କରି ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟେଇଲେ ସାମାଜିକ କର୍ମୀ

Sunil Chandra Nayak

ରାଇରଙ୍ଗପୁର ରେ ଆକାଶବାଣୀ କାର୍ଯ୍ୟକ୍ଷମ ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ପଡୁ

masiha

Massive Corruption in Rayagada Forest Division: Forest squad appears before Lokayukta in response to complains made by Rayagada activists

masiha

Leave a Comment

error: Content is protected !!