ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ପରିଷଦକୁ ନିର୍ବାଚିତ ହେଲେ ଇ. ରାଜେଶ ମହାକୁଡ଼

ରାଜ୍ୟ ପରିଷଦକୁ ନିର୍ବାଚିତ ହେଲେ ଇ. ରାଜେଶ ମହାକୁଡ଼

ଖଇରା,୨୫/୦୧/୨୫ – ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ପରିଷଦକୁ ନିର୍ବାଚିତ ହେଲେ ଇଂ.ରାଜେଶ କୁମାର ମହାକୁଡ । ମନ୍ତ୍ରୀ କୃଷ୍ନଚନ୍ଦ୍ର ପତ୍ର ବାଲେଶ୍ଵର ସ୍ଥିତ ସିଦ୍ଧି କଲ୍ୟାଣ ମଣ୍ଡପ ପରିସରରରେ ଆୟୋଜିତ ସଭାରେ ଏହା ଘୋଷଣା କରିଥିଲେ l ଏଥି ପାଇଁ ଯୁବନେତା ଡ଼. ମହାକୁଡ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରି ମାନସ ମହାନ୍ତି, ରାଜ୍ୟ ବିଜେପିର ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନୂତନ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାକୁ କୃତଜ୍ଞତା ଜଣାଇବା ସହିତ ଖଇରା ସିମୁଳିଆର ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାକୁ ଧନ୍ୟବାଦ୍ ଜଣାଇଛନ୍ତି ଇ. ଶ୍ରୀ ମହାକୁଡ଼ । ଏଥିସହିତ ଆଗାମୀଦିନରେ ସଂଗଠନକୁ ମଜବୁତ୍ କରିବା ପାଇଁ ଆପ୍ରାଣ ଉଦ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜାମଦା ବ୍ଳକରେ ଆବାସ ଯୋଜନାରେ ଅନିୟମିତତା ବିରୁଦ୍ଧରେ ବିଜେପିର ବ୍ଳକ ଘେରାଉ

Sunil Chandra Nayak

ମଧୁବାବୁ ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲଜୀଙ୍କ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

କର୍ଲାମୁଣ୍ଡା ଭାଜପା ର ସାଂଗଠନିକ ବୈଠକ

Leave a Comment

error: Content is protected !!