ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାୟଗଡ଼ା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀର

ରାୟଗଡା :- ରାୟଗଡା ନଗରରେ ଭାରତୀୟ ଜନତା ପାର୍ଟି ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହେଇଥିଲା | ଏହି ସମ୍ମିଳନୀ ରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଶ୍ରୀ ବସନ୍ତ କୁମାର ଉଲ୍ଲାକା ଏବଂ ଜ଼ିଲ୍ଲା ସମ୍ପାଦକ ଶ୍ରୀ ପଦ୍ମନାଭ ଦାଶ ଯୋଗ ଦେଇଥିଲେ |ସାମ୍ବାଦିକ ସମ୍ମିଳନୀର ବିଷୟବସ୍ତୁ ଥିଲା ସ୍ୱାଧୀନତାର ୭୭ ବର୍ଷପରେ ମଧ୍ୟ ରାୟଗଡାର ଅନେକ ଖୁଦ୍ର ବ୍ୟବସାୟୀ, ଗରିବ ଓ ମଧ୍ୟମବର୍ଗର ଜନତା ପରାଧୀନ ଅବସ୍ଥାରେ | ରାୟଗଡା ଜ଼ିଲ୍ଲାରେ ୧୧ ଟି ବ୍ଲକ, ଗୋଟିଏ ଏନ.ଏ.ସି ଏବଂ ୨ଟି ମୁନିସିପାଲିଟି ଅଛି | ଭାରତର ପ୍ରାୟ ସମସ୍ତ ରାଜ୍ୟକୁ ଗମନାଗମନ ସୁବିଧା ରାୟଗଡାରୁ ରହିଥିବା ଯୋଗୁଁ ଜ଼ିଲ୍ଲାରେ ଅନେକ ରାଜ୍ୟରୁ ବ୍ୟବସାୟୀ ଏଠାକୁ ଆସି ବ୍ୟବସାୟ କରୁଛନ୍ତି, ସେହି ପ୍ରକାରରେ ଏଠାକାର ସ୍ଥାୟୀ ବ୍ୟବସାୟୀ ମଧ୍ୟ ଅଛନ୍ତି | ରାୟଗଡା ବଜାରରେ ଉଭୟ ବୃହତ ଏବଂ ଖୁଦ୍ର ବ୍ୟବସାୟୀ ଅଛନ୍ତି | କୁହାଯାଏ, ରାୟଗଡା ମାଟିରେ ସବୁ ବ୍ୟବସାୟ ଲାଭପ୍ରଦ କିନ୍ତୁ ବିଡମ୍ବନାର କଥା ଏଠି ଅନେକ ଖୁଦ୍ର ବ୍ୟବସାୟୀ ନିଜର ଜୀବିକା ପାଇଁ ଆରମ୍ଭ କରିଥିବା ବ୍ୟବସାୟ ଦିନକୁ ଦିନ ବନ୍ଦ କରିବାରେ ଲାଗିଛନ୍ତି ନଚେତ ନିଜର ଭବିଷ୍ୟତ ପାଇଁ ସଞ୍ଚିଥିବା ସମ୍ପତିକୁ ବିକ୍ରିକରି ନିଜ ବ୍ୟବସାୟକୁ ବଞ୍ଚେଇବା ପାଇଁ ପ୍ରୟାସ କରୁଛନ୍ତି | ଏହି ବିଷୟରେ ସୂଚନା ପାଇବା ପରେ ଆମ ଆମ କାର୍ଯ୍ୟକର୍ତା ଜାଣିବାକୁ ଚେଷ୍ଟା କରିଥିଲେଜେ ରାୟଗଡା ଭଳି ଏପରି ଭଲ ବ୍ୟବସାୟ ହଉଥିବା ବଜାରରେ ଖୁଦ୍ର ବ୍ୟବସାୟିଙ୍କ ଅବସ୍ଥା ଏପରି କାହିଁକି ହଉଛି | ସତ୍ୟ ଯେତେବେଳେ ପଦାକୁ ଆସିଲା ତାହା ଭୟାନକ, ଅସମ୍ବିଧାନିକ ଏବଂ କଷ୍ଟଦାୟକ ଥିଲା | ଆଜିକା ଦୁନିଆରେ ଯେକୌଣସି ବ୍ୟବସାୟ ପାଇଁ ଅର୍ଥର ନିତ୍ୟାନ୍ତ ଆବଶ୍ୟକତା ରହିଛି, ମୁଖ୍ୟତଃ ବଜାରରେ ବ୍ୟବସାୟିଙ୍କୁ ବ୍ୟବସାୟର ଗାଡିର ବେଗ ଗଡେଇବା ପାଇଁ ସର୍ବଦା ଅର୍ଥର ଆବଶ୍ୟକତା ରହିଛି | ଖୁଦ୍ର ବ୍ୟବସାୟୀ ଜେତେବେଳେ ଅର୍ଥ ଆବଶ୍ୟକତା ଥିଲା ବେଳେ ବ୍ୟାଙ୍କକୁ ଋଣ ଆକାରରେ ମାଗିବା ପାଇଁ ଯାଉଛନ୍ତି ସେତେବେଳେ ପ୍ରମାଣ କାଗଜ ଏବଂ ତାରିଖ ଛଡା ଆଉ କିଛି ମିଳୁନାହିଁ, ସେଥିପାଇଁ ପଡୋଶୀ ରାଜ୍ୟରୁ ଆସିଥିବା କିଛି ଗୋଷ୍ଠୀ ଏପରି ଖୁଦ୍ର ବ୍ୟବସାୟୀଙ୍କୁ ଚିହ୍ନଟ କରି ସେମାନଙ୍କୁ ହାତ ଉଧାରୀ ଦେଉଛନ୍ତି | ହାତ ଉଧାରୀ ବଦଳରେ ୧0 ଶତକଡା ସୁଦ୍ଧ ରୁ ଅଧିକା ମାସିକା ହିସାବରେ ନେଉଛନ୍ତି ତତ୍ସହିତ ଋଣ ନେଇଥିବା ବ୍ୟକ୍ତିର କୌଣସି ଜମି ବନ୍ଧା ହିସାବରେ ରଖୁଛନ୍ତି ତାହାବି ବିକ୍ରି ହେଲା ଭଳିଆ ଚୁକ୍ତିନାମା କରି ଏବଂ ଜବରଦସ୍ତି ବ୍ଲାଙ୍କ ଚେକ୍ ରଖୁଛନ୍ତି | ଯଦି କୌଣସି ଋଣ ନେଇଥିବା ବ୍ୟକ୍ତି ସୁଦ୍ଧ କିମ୍ବା ମୂଳ ଫେରେଇବାରେ ବିଳମ୍ବ କରୁଛି ତାହାଲେ କିଛି ଅସାମାଜିକ ଯୁବକ ମାନଙ୍କୁ ନେଇ ଧମକ ଦେବା ସହ ମାରପିଟ ମଧ୍ୟ କରି ରାୟଗଡ ଭଳି ଶାନ୍ତି ପ୍ରିୟ ଜାଗାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି. ଏପରି ଅନେକ ଘଟଣା ସାମନାକୁ ଆସିଛି ଜେ ଖୁଦ୍ର ବ୍ୟବସାୟୀ ନିଜର ସମ୍ପତି ମଧ୍ୟ ହରାଉଛି | ଜ଼ିଲ୍ଲା ରେ ଏପରି କୋଟି କୋଟି ଟଙ୍କାର କାରବାର ହଉଛି କିନ୍ତୁ ପୋଲିସ ପ୍ରଶାସନ କିପରି ନିରବ ରହିଛି ତାହା ଏକ ପ୍ରଶ୍ନବାଚକ! ବୁଦ୍ଧିଜୀବି ମହଲରେ ଏହା ମଧ୍ୟ ଆଲୋଚନା ହଉଛି ଜେ ଆଗକୁ ଯଦି ଏପରି ଚାଲିବ ଅନେକ ଖୁଦ୍ର ବ୍ୟବସାୟୀ ନିଜର ଜୀବିକା ହରେଇବେ | ସେହି ପ୍ରକାରରେ ଗରିବ ଏବଂ ମଧ୍ୟମବର୍ଗର ଜନତା ମଧ୍ୟ ଏହି ଚକ୍ରଭିୟୁ ର ବଞ୍ଚୁ ନାହାନ୍ତି|ଆନ୍ଧ୍ରପ୍ରଦେଶରେ ହାତ ଉଧାରୀ ଦେଇ ଋଣ ନେବା ବ୍ୟବସାୟ ବନ୍ଦ ହୋଇଥିବା ଯୋଗୁଁ ଏବେ ସବୁ ବେପାରୀ ଓଡିଶା ମୁହାଁ ମୁଖ୍ୟତଃ ରାୟଗଡା ଜ଼ିଲ୍ଲାରେ ଏମାନଙ୍କ ଦୋୖରା଼ତ୍ମକ ବଢ଼ିବାରେ ଚାଲିଛି | ଏଥିପାଇଁ ଭାଜପା ତରଫରୁ ମୁଁ ଆହ୍ୱାନ ଦେଉଛି ଆଗକୁ ଯଦି କେହି ଆପଣ ମାନଙ୍କୁ ପଇସା କିମ୍ବା ସୁଦ୍ଧ ମାଗନ୍ତି ତାହାଲେ ସିଧଶଳଖ ଆମ ସହ ଯୋଗାଯୋଗ କରିବେ, ଆପଣ ମାନଙ୍କୁ ଧରି ଆମେ ଆଇନ ର ସାଥ ନେଇ ଏଚକ୍ରାନ୍ତ ବନ୍ଦ କରେଇବୁ | ଜାହା ଲୁଟିବାର ଥିଲେ ଲୁଟିଦେଲେ କିନ୍ତୁ ଏବେ ଆମ ରାୟଗଡା ବାସି ଆଉ ଯେପରି ନ ଲୁଟନ୍ତୁ ତାହା ଭାଜପା ର ଦାୟିତ୍ୱ |

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଧାୟକ ପ୍ରାର୍ଥୀ ଅଧୀରାଜ ଙ୍କ ପ୍ରଚାର ଜୋରଦାର

masiha

ପଂଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରୁଛି କାମାକ୍ଷାନଗର ବିଜେପି

Sunil Chandra Nayak

ଜିଲ୍ଲା ରେ ସୁନିଶ୍ଚିତ ମରୁଡି ପରିସ୍ଥିତି କୁ ଆଶଙ୍କା କରି ଜିଲ୍ଲା କଂଗ୍ରେସ କମିଟି କଲା ଏକ ଜରୁରୀ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort