ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫାଇ 

ଲକ୍ଷ୍ମୀପୁର ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫାଇ 

କୋରାପୁଟ,:- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ରବିବାର ଦିନ ଏକ ନମ୍ବର ଅଙ୍ଗନବାଡ଼ି କର୍ମୀ ସୁନୀତା ମାଣ୍ଡିଙ୍ଗା, ନାଏବ ସରପଞ୍ଚ ଲକ୍ଷ୍ମୀପୁର ପ୍ରଭାସିନୀ ମାଣ୍ଡିଙ୍ଗା,ଆଶା କର୍ମୀ ସୁଆଦେଇ ମାଣ୍ଡିଙ୍ଗା ଙ୍କ ନେତୃତ୍ବରେ ଆଦିବାସୀ ସାହିର କିଛି ଭଦ୍ର, ବୁଦ୍ଧିଜୀବୀ ପୀତାମ୍ବର ମାଣ୍ଡିଙ୍ଗା,ଯୁଧିଷ୍ଟିର ମିଣ୍ୟାକା,ମୁନ୍ନା ମାଣ୍ଡିଙ୍ଗା,ନିର ମାଣ୍ଡିଙ୍ଗା ଓ କ୍ରିଷ୍ଣା ସ୍ଵୟଂ ସ୍ଵାୟକ ଗୋଷ୍ଠୀର ମହିଳା ମାନେ ମିଶି ଆଜି ଲକ୍ଷ୍ମୀପୁର ନିଜ ଆଦିବାସୀ ସାହି ଏବଂ ମାଁ ମୃତ୍ୟାଲୁମାଁ ମନ୍ଦିର ରାସ୍ତା ଏବଂ ଡ୍ରେନ୍ ଗୁଡ଼ିକ ସଫାଇ କରି ଡ଼୍ରେନ୍ ଗୁଡ଼ିକରେ ବ୍ଲିଞ୍ଚିଙ୍ଗ୍ ସିଞ୍ଚନ କରି ସାହିର ଲୋକଙ୍କୁ ମଶାରୁ ରକ୍ଷା ପାଇବା ପାଇଁ ହୋଇବା ସମୟରେ ମଶାରୀ ବ୍ୟବହାର କରନ୍ତୁ ଘର ପାଖରେ ବେସି ଦିନ ଧରି ପାଣି ଜମିଥିଲେ ତାକୁ ତୁରନ୍ତ ନିସ୍କାସନ କରିବା ପାଇଁ ବନ୍ଦ ବସ୍ତ କରନ୍ତୁ। ବୋଲି ଆଦିବାସୀ ଗାଁ କଲ୍ୟାଣ ସମିତି ଲକ୍ଷ୍ମୀପୁର ତରଫରୁ ସଚେତନତା କରିଥିଲେ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବରଡା ଝୋଡି ଓ ଲଦୀପଦର ଗ୍ରାମ ବାସୀ ଙ୍କୁ ପୁଣି ମିଳିଲା ପ୍ରତିଶୃତି : ଭୋଟ ବର୍ଜନ ପରେ ମଧ୍ୟ ମୌଳିକ ସମସ୍ୟା ସମାଧାନ ରେ ପ୍ରଶାସନ ତତ୍ପର ନାହଁ

Sunil Chandra Nayak

ବହିରାରେ ସ୍ୱାଧୀନତା ଦିବସ ପାଳିତ

masiha

ଜୁନାଗଡ଼ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!