ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷା ପ୍ରେରକ ସଂଘର ବୈଠକ

ଉତ୍କେଲା;୨୩/୦୪,(ମ ନି ସ ) କେସିଙ୍ଗା ବ୍ଳକ ଶିକ୍ଷା ପ୍ରେରକ ସଂଘ ର ବୈଠକ ବ୍ଳକ ଶିକ୍ଷା ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଅଛି | ପ୍ରେରକ ସଂଘ ର ନୂତନ କମିଟି ମଧ୍ୟ ଗଠନ କରାଯାଇଥିଲା I ସଭାପତି ଭାବରେ ସୁରେଶ ଚନ୍ଦ୍ର ମେହେର ସଂପାଦକ ରୁପେ କିଶାନ ମୁଗ୍ରି କୋଷାଧ୍ୟକ୍ଷ ସାମୁଲାଲ ନାଏକ ଙ୍କୁ ଚୟନ କରା ଯାଇଥିଲା ଏବଂ ଏଥିସହ ଜିଲ୍ଲା ପ୍ରେରକ ସଂଘ କମିଟି ଜରିଆରେ ପ୍ରେରକ ମାନଙ୍କ ବିଭିନ୍ନ ସମସ୍ୟା ଯଥା ପ୍ଳେ ସ୍କୁଲ ତଥା ନବ ସ୍ଵାକ୍ଷର କାର୍ଯ୍ୟକ୍ରମରେ ଆଗାମୀ ଦିନରେ ନୂତନ ନିଯୁକ୍ତି ନିମନ୍ତେ ଆଲୋଚନା କରାଯାଇ ନିଷ୍ପତି ସବୁ ଗ୍ରହଣ କରା ଯାଇଥିଲା l

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଶ୍ରୀମତୀ ମିନତୀ ମିଶ୍ର ଙ୍କ କବିତା ଜଣାଣ

Sunil Chandra Nayak

ମାନ୍ୟବର ସୁପ୍ରିମକୋର୍ଟଙ୍କ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରୁଛି ଶବ,ଗାଁରେ ଶୋକାକୁଳ ପରିବେଶ

Sunil Chandra Nayak

Leave a Comment

error: Content is protected !!