ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଯାଦବ ସମିତିର ସାଧାରଣ ତନ୍ତ୍ର ଦିବସ ପାଳିତ

ନର୍ଲା ଯାଦବ ସମିତିର ସାଧାରଣ ତନ୍ତ୍ର ଦିବସ ପାଳିତ

ଗତ ତା ୨୬/୦୧/୨୦୨୫ରିଖ ରବିବାର ଦିନ ନର୍ଲା ଯାଦବ ସମିତି ପକ୍ଷରୁ ଯାଦବ ଭବନ ଠାରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଥିଲା। ଏଥିରେ ନର୍ଲା ବ୍ଳକ୍ ଯାଦବ ସମିତିର ସଭାପତି ଶ୍ରୀ ଯୁଧିଷ୍ଟିର ଗଉଡ଼ ଙ୍କ ଅଧ୍ୟକ୍ଷତାରେପବିତ୍ର ତ୍ରିରଙ୍ଗା ପତାକା କୁ ସମ୍ମାନ ଦେଇ ପତାକା ଉତ୍ତୋଳନ କରିଥିଲେ। ଉପସଭାପତି ଗିରିଧାରୀ ଗଉଡ଼ ସହ ସମସ୍ତେ ଜାତୀୟ ସଂଗୀତ ଗାନ କରିଥିଲେ। ଏଥିରେ ଶ୍ରୀ ଲିଙ୍ଗରାଜ କରୁଆଁ, ଅଜିତ କୁମାର କରୁଆଁ, ଦିଲୀପ ଗହୀର ତ୍ରିଲୋଚନ ନାଏକ, ଯୁବ ସାମ୍ୱାଦିକ ବାବୁଲାଲ ବାଗ, ନରସିଂହ ଥପା, ଦେବ ରାଜ ବଗର୍ତ୍ତୀ, ମହନ ବାଗ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରି ବକ୍ତବ୍ୟ ରଖିଥିଲେ। ଶେଷରେ ସଭାପତି ଶ୍ରୀ ଯୁଧିଷ୍ଟିର ଗଉଡ଼ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟ କ୍ରମ ଟିକୁ ସାଙ୍ଗ କରିଥିଲେ। 

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ପ୍ରତିକାର କୁ ନେଇ ଜନସଚେତନତା

masiha

ଚରାମୁଳା କୃଷି କ୍ଷେତ୍ରରେ ଆନ୍ଧ୍ର କୃଷି ଶ୍ରମିକ 

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ମେଗା କ୍ୟାମ୍ପ ଆୟୋଜିତ 

masiha

Leave a Comment

error: Content is protected !!