ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣି ବରାଳ ପରିବାର ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

ମଣି ବରାଳ ପରିବାର ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

କାମାକ୍ଷାନଗର (ମନିସ )26/1/25 // ଢେଙ୍କାନାଳ ଜିଲ୍ଲା ଅରଖପାଳ ଗ୍ରାମ ବାଲିଯାତ୍ରା ପଡିଆରେ ମଣି ବରାଳ ପରିବାର ତରଫରୁ ଧୁମ ଧାମ ରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମ ରେ ପବିତ୍ର ମୋହନ ବରାଳ, କ୍ଷେତ୍ରବାସୀ ବରାଳ, କେଶବ ବରାଳ, ଭବାନୀ ବରାଳ ଙ୍କ ତତ୍ୱାବଧାନ ରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଟି ଆରମ୍ଭ ହୋଇଥିଲା l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଟି ଆଜକୁ ବହୁ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଛି l ଆଜିର ଦିନରେ ବଡ଼ ଖୁସିର କଥା ହାରାହାରି ୧୫୦ ରୁ ଉର୍ଦ୍ଧ ପରିବାର ର ସଦସ୍ୟ ଏକତ୍ରିତ ଅଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ଚାରି ପିଢ଼ି ଧରି ଚାଲିଆସୁଛି

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବନ୍ଦେ ଭାରତ ଏକ୍ସପ୍ରେସ କୁ ସ୍ୱାଗତ

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ରେ ଯାତ୍ରୀ ଅସନ୍ତୋଷ

Sunil Chandra Nayak

ଫଣ୍ଡାମେଣ୍ଟାଲସ୍‍ ଅଫ ଏଣ୍ଟରପ୍ରିନର୍‍ସିପ୍‍ ଆଣ୍ଡ୍‍ ଇ-କମର୍ସ ପୁସ୍ତକ ଉନ୍ମୋଚିତ

masiha

Leave a Comment

error: Content is protected !!