ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣି ବରାଳ ପରିବାର ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

ମଣି ବରାଳ ପରିବାର ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

କାମାକ୍ଷାନଗର (ମନିସ )26/1/25 // ଢେଙ୍କାନାଳ ଜିଲ୍ଲା ଅରଖପାଳ ଗ୍ରାମ ବାଲିଯାତ୍ରା ପଡିଆରେ ମଣି ବରାଳ ପରିବାର ତରଫରୁ ଧୁମ ଧାମ ରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମ ରେ ପବିତ୍ର ମୋହନ ବରାଳ, କ୍ଷେତ୍ରବାସୀ ବରାଳ, କେଶବ ବରାଳ, ଭବାନୀ ବରାଳ ଙ୍କ ତତ୍ୱାବଧାନ ରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଟି ଆରମ୍ଭ ହୋଇଥିଲା l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଟି ଆଜକୁ ବହୁ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଛି l ଆଜିର ଦିନରେ ବଡ଼ ଖୁସିର କଥା ହାରାହାରି ୧୫୦ ରୁ ଉର୍ଦ୍ଧ ପରିବାର ର ସଦସ୍ୟ ଏକତ୍ରିତ ଅଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ଚାରି ପିଢ଼ି ଧରି ଚାଲିଆସୁଛି

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜଧାନୀରେ ଗୋପାଳ ପ୍ରହରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିଷ୍ପତି ପାଇଁ ସରକାରଙ୍କୁ କୃତଜ୍ଞତା : ପ୍ଲାଟିନମ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ 

masiha

କଂଗ୍ରେସ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡଙ୍କ ଶୋକସଭା

masiha

ଶେଷଖାଲ ଠାରେ ସମ୍ଭାବ୍ଯ ବିପତ୍ତିର ମୁକାବିଲା ପା ଇଁ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ତାଲିମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!