ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ଉପରେ ମାଡିଗଲା ଟ୍ରକ, ଜଣେ ମୃତ 

ମହିଳା ଉପରେ ମାଡିଗଲା ଟ୍ରକ, ଜଣେ ମୃତ 

ମହିଳା ଉପରେ ମାଡିଗଲା ଟ୍ରକ, ଘଟଣା ସ୍ଥଳରେ ମହିଳା ମୃତ l  ମୃତ ମହିଳା ହେଲେ ଡେଙ୍ଗସର୍ଗିଗୁଡା ର ବରକୋଳି ମାଝୀ l କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବସନ୍ତପଡା ନିକଟରେ ବେଦାନ୍ତ କମ୍ପାନୀର ଟ୍ରକ ମହିଳା ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ପ୍ରାପ୍ତ ସୁଚନା ରୁ ପ୍ରକାଶ। ମହିଳାଙ୍କ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ରସ୍ତା ଅବରୋଧ ସୂଚନା l

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ସାନଭି ଗ୍ରୁପର ଅଧ୍ୟୟନ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ୨ୟ ରାଜ୍ଯସ୍ତରୀୟ ବାର୍ଷିକ ଉତ୍ସବ ସ୍ପର୍ଶ ୨୦୨୩-୨୪ ଅନୁଷ୍ଠିତ

masiha

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ ସେବା ଶିବିର ଉଦଘାଟିତ

masiha

ସ୍ବର୍ଗତା ଫ୍ଲୋରା ରିମଝିମ୍ ବଳିଆରସିଂହ ମହାପାତ୍ରଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

masiha

Leave a Comment

error: Content is protected !!