ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛେଣ୍ଡିଆ ପଞ୍ଚାୟତ ରେ ଗ୍ରାମସଭା ଅନୁଷ୍ଠିତ 

ଛେଣ୍ଡିଆ ପଞ୍ଚାୟତ ରେ ଗ୍ରାମସଭା ଅନୁଷ୍ଠିତ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସରପଞ୍ଚ ମନୋଜ କୁମାର ନାଏକ ଙ୍କ ସଭାପତିତ୍ୱ ରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ବିକଶିତ ଗାଁ ବିକଶିତ ଓଡିଶା ର ପ୍ରକଳ୍ପ ଚୟନ ନିମନ୍ତେ ଉକ୍ତ ଗ୍ରାମ ସଭା ଟି ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାମ ସଭା ରେ ଗ୍ରାମ ପଞ୍ଚାୟତ ର ବିକାଶ ପାଇଁ ଆଗାମୀ ୫ ବର୍ଷ ନିମନ୍ତେ ବିଭିନ୍ନ ବିକାଶ ଯୋଜନା ସ୍ଥାନ ପାଇଥିଲା। ନାଏବ ସରପଞ୍ଚ ସୀତା ଶବର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହୋମରାଜ ନାଏକ, ବ୍ରାହ୍ମଣ ଛେଣ୍ଡିଆ ସିଆରସିସି ଟିକେଶ୍ୱର ନାଏକ , ୱାର୍ଡ ସଭ୍ୟା କବିତା ନାଏକ , ସିଏଚଓ ଗୀତାଞ୍ଜଳି ମେହେର, ଅଙ୍ଗନବାଡି କର୍ମି,ମିଶନ ଶକ୍ତି ମହିଳା, ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

 

Related posts

କିନ୍ନର ମାନଙ୍କୁ ପରିଚୟ ପତ୍ର ପ୍ରଦାନ

Sunil Chandra Nayak

ବାରମ୍ବାର ଖବର ପ୍ରସାରଣ ପରେ ବି ସୁଧୁରିଲା ନାହିଁ ଆଳଦା-ତୋରାଣିପଦ ରାସ୍ତାର ଅବସ୍ଥା, କୁଆଡ଼େ ନେତା ଓ ପ୍ରଶାସନ ?

Sunil Chandra Nayak

କାଳୀକୃଷ୍ଣ ସଂଘ ପକ୍ଷରୁ ସତ୍ୟାନନ୍ଦ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!