ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ପାଇଲା “ସେବା ସମ୍ମାନ – ୨୦୨୫” 

ସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ପାଇଲା “ସେବା ସମ୍ମାନ – ୨୦୨୫” 

କଟକ : ସାମାଜିକ ସଙ୍ଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟକୁ ସମାଜସେବା,ରକ୍ତଦାନ,ପରିବେଶ ସୁରକ୍ଷା,ଶିକ୍ଷାଦାନ,ପୂଜ୍ୟପୂଜା ଆଦି କ୍ଷେତ୍ରରେ ସଫଳତା ନେଇ ନୃତ୍ୟ,ସଂଗୀତ,ବାଦ୍ୟ ଓ ଚିତ୍ରକଳା ଭିତ୍ତିକ ବିଦ୍ୟାଳୟ “ଆରାଧ୍ୟା କଲଚରାଲ୍ ଏକାଡେମି” ବ୍ରାହ୍ମଣଝରିଲୋ ଫୁଲନଖରା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଧନାକୁ ଟ୍ରଷ୍ଟ ଅଧ୍ୟକ୍ଷ ସମାଜସେବୀ ସଂତୋଷ ରାଉତ,କିଶୋର ତ୍ରିପାଠୀ,ବିନୋଦ ବାରିକ,ଇଂ.ସେବକ ଶ୍ରୀକାନ୍ତ ଉପସ୍ଥିତ ରହି ଗ୍ରହଣ କରିଛନ୍ତି । ଏକାଡେମି ପ୍ରତିଷ୍ଠାତା ସାମ୍ୱାଦିକ ଅଜୟ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ଵ ଅର୍ଜନ କରିଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏକାଡେ଼ମୀ ମ୍ୟାନେଜିଙ୍ଗ ଟ୍ରଷ୍ଟି ନିର୍ମଳାବାଳା ପାତ୍ର ଧନ୍ୟବାଦ ଦେଇଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

masiha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସହାୟତା ବଣ୍ଟନ

masiha

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!