ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ,ଧୂମଧାମରେ ପାଳନ ହେଲା ପୁଷପୁନ

ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ,ଧୂମଧାମରେ ପାଳନ ହେଲା ପୁଷପୁନ

ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ୮ତମ ପୁଷପୁନୀ ତିହାର ପାଳନ ବମ୍ବେ ସ୍ଥିତ ଓଡିଶା ଭବନ ରେ ଅନୁଷ୍ଠିତ ହୋଇ ଯାଇଛି । ପଶ୍ଚିମ ଓଡିଶା ପରିବାର ସଦସ୍ୟ ମାନେ ଧୂମଧାମରେ ପୁଷପୁନୀ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମ କୁ ଆୟକର ଅତିରିକ୍ତ କମିଶନର ଏବଂ ଆମ ପଶ୍ଚିମ ଓଡିଶାର ର ସୁଯୋଗ୍ୟ କନ୍ୟା ମାଡ଼ମ ସାରିକ ଜୈନ ଓ ଶ୍ରୀ ଅରବିନ୍ଦ ପତି (ପୂର୍ବତନ ପ୍ରବନ୍ଧକ ରିଲାଏନ୍ସ ) ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପଶ୍ଚିମ ଓଡିଶା ପରିବାର ତରଫରୁ ମାଡ଼ମ ସାରିକ ଜୈନ ଙ୍କୁ ଅନୁଷ୍ଠାନ ର ଅଗ୍ରଣୀ ଏବଂ ସଂସ୍ଥା ର ସାଂସ୍କୃତିକ ମୁଖ୍ୟ ଶ୍ରୀମତୀ ପୂଜା କବିତା ସାହାଣୀ ସମ୍ବର୍ଦ୍ଧିତ କରାଯାଇଥିଲା। ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରୀ ଦୀପକ ପୂଜାରୀ ଶ୍ରୀମତୀ ଚମ୍ପକ ତ୍ରିପାଠୀ ରବିନାରାୟଣ ଷଡ଼ଙ୍ଗୀ ଗିରିଜା ନାୟକ ଶ୍ରୀ ପ୍ରଣବ ଭୋକ୍ତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଉକ୍ତ କଯ୍ୟକ୍ରମ ରେ ଅନେକ ପ୍ରକାର ର ସମ୍ବଲପୁରୀ ସାଂସ୍କୃତିକ ଏବଂ ଇନ ହାଉସ କାର୍ଯ୍ୟକ୍ରମ କରାଯାଇଥିଲା।ଶେଷରେ ଶ୍ରୀ ସିଭେନ୍ଦୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶ୍ରୀଗୋପୀନାଥ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ବେଲପଡା ଅଂଚଳ ରେ ବୁଲା କବିରାଜ୍  !

Sunil Chandra Nayak

ଧୋଡ୍ରା ଠାରେ ୨×୫ ଏମ୍ ଭି.ଏ, ୩୩/୧୧ କେ ଭି ପ୍ରାଥମିକ ସବ ଷ୍ଟେସନ ଶୁଭ ଉଦଘାଟନ 

masiha

Leave a Comment

error: Content is protected !!