ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ ପାଟଖଣ୍ତା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

ମାଁ ପାଟଖଣ୍ତା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିହା ଗ୍ରାମର ବେଳପଡା ସ୍ଥିତ ଐତିହାସିକ ଦେବୀ ମାଁ ପାଟଖଣ୍ତା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ୧ ତାରିଖ ରେ ଗୁଡ଼ି ପ୍ରବେଶ ହୋଇ ୮ ତାରିଖ ମଙ୍ଗଳବାର ଦିନ ମାଁ ପାଟଖଣ୍ତା ଖଳାରେ ଯାତ୍ରା ହେବ ବୋଲି କମିଟି ପକ୍ଷରୁ ଧାର୍ଯ୍ୟ କରା ଯାଇଥିଲା l କମିଟିର ସଭାପତି ନୀଳମଣି ଗହିରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂପାଦକ କିଶୋର ନାଏକ, ଉପସଭାପତି ଯୁଗଳ କିଶୋର ନାଏକ, ସୁଶାନ୍ତ ମଲ୍ଲିକ, ଛବିଳ ନାଏକ, ଅର୍ଜୁନ ନାଏକ, ହିତେଶ ନାଏକ, ଗୁର ନାଏକ, ପାଦୁକା ନାଏକ, ପୂର୍ଣ୍ଣଚନ୍ଦ୍ର ନାଏକ, ବିଶ୍ୱମ୍ବର ଭୋଇ ଓ ଦିହାରି, ପୂଜକ, ଛତ୍ରିଆ, ବେଲପତ୍ରିଆଙ୍କ ସମେତ କମିଟି ସଦସ୍ଯମାନେ ଉପସ୍ଥିତି ରହିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପିକଅପ ଗାଡି ଦୁର୍ଘଟଣା ଗ୍ରସ୍ତ ପ୍ରସଙ୍ଗ, ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

Sunil Chandra Nayak

ପଞ୍ଚାୟତରେ ଉତ୍ତୋଳନ ହୋଇପାରିଲାନି ତ୍ରିରଙ୍ଗା ପତାକା, ଥାନାରେ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

masiha

ଅକ୍ଷୟ ତୃତୀୟାରେ ଧରଣୀମାତାଙ୍କୁ ପୋଢ ବଳି

Sunil Chandra Nayak

Leave a Comment

error: Content is protected !!