ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ସମର୍ପଣ ଦିବସ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ସମର୍ପଣ ଦିବସ

କାମାକ୍ଷାନଗର (ମନିସ )12/2/25 // ଭାରତୀୟ ଜନତା ପାର୍ଟି ତରଫରୁ କଙ୍କଡାହାଡ଼ ବ୍ଲକ ବିରାଶାଳ କଲ୍ୟାଣ ମଣ୍ଡପ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ଏକ ସମର୍ପଣ ସଭା ଅନୁଷ୍ଠିତ ହୋଇଯାଇଛି, ମଣ୍ଡଳ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଏଥିରେ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟକ୍ରମର ପ୍ରଭାରୀ ଦଳର ବରିଷ୍ଟ କାର୍ଯ୍ୟକର୍ତା ଶ୍ରୀ ଜଗନ୍ନାଥ ଗଡ଼ନାୟକ ଉପସ୍ଥିତ ହୋଇ ସମର୍ପଣ ଦିବସ ଉପରେ ଆଲୋକପାତ କରି ପଣ୍ଡିତ ଦୀନଦୟାଲଙ୍କର ଜୀବନ ଶୈଳୀ ଓ ସମାଜ ପ୍ରତି କର୍ତବ୍ୟ ଓ ଲୋକ ସେବା ସହିତ ରାଷ୍ଟ୍ରଧର୍ମ କିପରି ନିଜ ଜୀବନରେ ପ୍ରତିପାଦିତ କରିବା ପାଇଁ ଆହ୍ୱାନ ଦେଇଥିଲେ, ଶ୍ରୀ ସନାତନ ସାହୁ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମିଶନଶକ୍ତି ଗୃହ ଉଦ୍ଘାଟନ କୁ ନେଇ ବିଜେଡି ଓ କଂଗ୍ରେସ ମୁହାମୁହିଁ

Sunil Chandra Nayak

ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ପ୍ରାର୍ଥିନୀ

masiha

ଦିନକୁ ଦିନ ବଢୁଛି ନବରଙ୍ଗପୁର ବିଜେଡ଼ି ର ଶକ୍ତି 

masiha

Leave a Comment

error: Content is protected !!