ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ରଞ୍ଜନ ସାମଲଙ୍କୁ ଶ୍ରଦ୍ଧାଂଜଳି 

ସମାଜସେବୀ ରଞ୍ଜନ ସାମଲଙ୍କୁ ଶ୍ରଦ୍ଧାଂଜଳି 

କଟକ : କଟକ ସଦର ୪୨ ମୌଜା ଉପକଣ୍ଠ ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳି ୨୦୦୪ ବ୍ୟାଚ୍ ପକ୍ଷରୁ ସମାଜସେବୀ ରଞ୍ଜନ ସାମଲଙ୍କ ସ୍ମୃତି ଚାରଣ ସଭା କଳପଡା କଦମ୍ବେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି । ଏହି ସଭାରେ ସୁନୀଲ ସାହାଣୀ, ସିଖନ ପତି,ବାପି ରଥ,ଚିଣ୍ଟୁ ପରିଡ଼ା, ମମତା ପଟ୍ଟନାୟକ,ସୋନି ପତି, ଡୋଜାଲିନି ପତି,ବିପ୍ଲବ ପତି,ପ୍ରାଣକୃଷ୍ଣ ପତି ଏବଂ ବହୁ ବଂଧୁ ଉପସ୍ଥିତ ଥିଲେ । ବୈଦିକ ବ୍ରାହ୍ମଣ ସମାଜ ଦ୍ୱାରା ପବିତ୍ର ଗୀତ ପାଠ ଓ ମହାପ୍ରସାଦ ସେବନ କାର୍ଯ୍ୟକ୍ରମ ସମ୍ପନ୍ନ ହେଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ପ୍ରଶାସନ ପକ୍ଷରୁ ପାଥୋତ୍ସବ

masiha

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟିଆଚୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ “ରାଜ୍ୟସ୍ତରୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

ଖାଉଟିଙ୍କୁ କନ୍ଦାଉଛି ଆକାଶଛୁଆଁ ପରିବା ଦର

masiha

Leave a Comment

error: Content is protected !!