ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ପାଣି ବିସାକ୍ତ,ବଡଟିକରା ଗୁଡା,ସଂକ୍ରମଣ ଆଶଙ୍କା

ପୋଖରୀ ପାଣି ବିସାକ୍ତ,ବଡଟିକରା ଗୁଡା,ସଂକ୍ରମଣ ଆଶଙ୍କା

ଜୁନାଗଡ଼, ୪/୩(ମନୀ ସ)ମଣିଷକୁ ଘେରି ରହି ତାର ଜିବନ ତଥା କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପରିବ୍ରୁତିକୁ ହିଁ ପରିବେଶ କୁହାଯାଏ, କିନ୍ତୁ ଯଦି ପରିବେଶ ଦୁଷିତ ହୁଏ ତାହେଲେ ସେହି ପରିବେଶରେ ବଞ୍ଚୁଥିବା ମଣିଷର ଆଚରଣ ଉଚ୍ଚାରଣ ଓ ବ୍ୟବହାର କେମିତି ହେବ ନ କହିବା ଭଲ.।ଠିକ୍ ସେମିତି ପାଣି ଯଦି ଦୁଷିତ ହୁଏ ଓ ଆବର୍ଜନାର ଗନ୍ତାଘର ପାଲଟିଯିବା ସହିତ ଦେହରେ ମଧ୍ୟ ଟାଇଫଏଡ ହେଲାଭଳି କାଛୁକୁଣ୍ଡିଆ ବି ହୋଇଥାଏ ତାହେଲେ ପରିସ୍ଥିତି ସଙ୍ଗିନ ହୋଇଥାଏ। ଏପରି ଦୃଶ୍ୟ ଦେଖିବାକୁ ମିଳୁଛି କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବଡଟିକରା ଗୁଡାର ଗ୍ରାମରେ ଲୋକଙ୍କ କହିବା ଅନୁସାରେ ସେହି ଗ୍ରାମରେ ଗୋଟିଏ ପୋଖରି ରେ କେହି ଜଣେ ମାଛଚାଷ କରିଛି ଓ ବିଷାକ୍ତ ମେଡିସିନ ଦେବା ଫଳରେ ସେହି ପାଣିକୁ ସେମାନେ ଗୋଧୋଇଲେ କାଛୁ କୁଣ୍ଡିଆ ହେଉଛି ବୋଲି ଲୋକମାନେ ମନ୍ତବ୍ୟ ପ୍ରକାଶ କରିଛନ୍ତି ଓ ଆଗକୁ ଯଦି ଏମିତି ହେବ ତାହେଲେ ନିଶ୍ଚିତ ଭାବରେ ଦେହ ଖରାପ ହେବା ସହିତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ଲୋକମାନେ ପରିପ୍ରକାଶ କରିଛନ୍ତି,, ସ୍ଥାନୀୟ ପଂଚାୟତ ବିଭାଗକୁ ଅବଗତ କରିଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଉନ ଥିବା ଅଭିଯୋଗ ହେଉଛି।ଏଣୁ ପ୍ରଶାସନକୁ ଗ୍ରାମବାସୀ ଅନୁରୋଧକରିଛନ୍ତି ଯେ ଖବର ପ୍ରସାରଣ ହେଲାପରେ ଏହି ଦିଗରେ ନଜର ଦେବେ ଓ ସମସ୍ୟାର ସମାଧାନ କରିବେ ବୋଲି ଆମର ଆଶା ଓ ବିଶ୍ବାସ ରଖୀଥିବା* ସେମାନେ ଗଣମାଧ୍ୟମ ସମ୍ବୁଖରେ ପ୍ରକାଶ କରିଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜନଜାତି ସେବା ଜଗତ ପାଖରେ ଓରମାସ ରlଖି ଦୋକାନ ଉଦଘାଠିତ 

Sunil Chandra Nayak

ସ୍ବର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉଦେଶ୍ୟରେ ଶୋକ ସଭା, ଅର୍ଦ୍ଧ ନମିତ ହେଲା ଶହୀଦ ମିନାର ତ୍ରିରଙ୍ଗା 

Sunil Chandra Nayak

ନାମ ଯଜ୍ଞ ପାଇଁ ଭୂମି ପୂଜା

Sunil Chandra Nayak

Leave a Comment

error: Content is protected !!