ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପ୍ଲବୀ ଯୁବକ ସଂଘ ତରଫରୁ ଅଭିନେତ୍ରୀ କାବେରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧନା

ବିପ୍ଲବୀ ଯୁବକ ସଂଘ ତରଫରୁ ଅଭିନେତ୍ରୀ କାବେରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧନା 

କଟକ : କଟକ ସଦର ୪୨ ମୌଜା ଉପକଣ୍ଠ କୂଳକଳପଡ଼ା ସ୍ଥିତ ବିପ୍ଲବୀ ଯୁବକ ସଂଘ ପକ୍ଷରୁ ଶିବାନୀ ଗଣନାଟ୍ୟ ଅଭିନେତ୍ରୀ କାବେରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଦୀପ କୁମାର ବିଶ୍ୱାଳ, ସମାଜସେବୀ ସଂଜୀବ ବିଶ୍ୱାଳ,ଆକାଶ ପରିଡା,ସାମ୍ୱାଦିକ ମୁକେଶ ପରିଡା, ବିଶ୍ଵକେସନ ବିଶ୍ୱାଳ,ବିକୁଲ ପରିଡା,ସାନୁ ଭୋଳ, ପିଣ୍ଟୁ ବିଶ୍ୱାଳ,ଜଗଦୀଶ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମେରୁ ଉପଲକ୍ଷେ ଦଣ୍ଡ ନୃତ୍ୟ

Sunil Chandra Nayak

ଜଳେଶ୍ଵର ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ ସହିତ ନୂତନ ଯୋଜନାର ହିତଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ

Sunil Chandra Nayak

ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ହାସଲ   

Sunil Chandra Nayak

Leave a Comment

error: Content is protected !!