ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପ୍ଲବୀ ଯୁବକ ସଂଘ ତରଫରୁ ଅଭିନେତ୍ରୀ କାବେରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧନା

ବିପ୍ଲବୀ ଯୁବକ ସଂଘ ତରଫରୁ ଅଭିନେତ୍ରୀ କାବେରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧନା 

କଟକ : କଟକ ସଦର ୪୨ ମୌଜା ଉପକଣ୍ଠ କୂଳକଳପଡ଼ା ସ୍ଥିତ ବିପ୍ଲବୀ ଯୁବକ ସଂଘ ପକ୍ଷରୁ ଶିବାନୀ ଗଣନାଟ୍ୟ ଅଭିନେତ୍ରୀ କାବେରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଦୀପ କୁମାର ବିଶ୍ୱାଳ, ସମାଜସେବୀ ସଂଜୀବ ବିଶ୍ୱାଳ,ଆକାଶ ପରିଡା,ସାମ୍ୱାଦିକ ମୁକେଶ ପରିଡା, ବିଶ୍ଵକେସନ ବିଶ୍ୱାଳ,ବିକୁଲ ପରିଡା,ସାନୁ ଭୋଳ, ପିଣ୍ଟୁ ବିଶ୍ୱାଳ,ଜଗଦୀଶ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାସ୍ତା ଉପରେ ମୁହାଁ ମୁହିଁ ଧକ୍କା ଟାଟା ଏସ ସି ଚାଳକ ଗୁରୁତର 

ଦଶ ଦିନ ହେଲା ଲିମସେର ଗାଁରେ ପିଇବା ପାଣି ପାଇଁ ଡହକ ବିକଳ

Sunil Chandra Nayak

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କୁ ନବ ବର୍ଷ ଶୁଭେଚ୍ଛା ସହ ଦାବୀ ପତ୍ର ଦେଲେ ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣ ପରିଷଦ 

Sunil Chandra Nayak

Leave a Comment

error: Content is protected !!