ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋ-ଭୋଲ୍ଟେଜ୍ ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ 

ଢେଙ୍କାନାଳ, ୧୯/୪: ସ୍ଥାନୀୟ ଜୁବୁଲି ଟାଉନ୍ ଅନ୍ତର୍ଗତ ସନ୍ ହସ୍ପିଟାଲ୍‌ର ପାର୍ଶ୍ଵବର୍ତୀ ଅଧିବାସୀମାନେ ଲୋ-ଭୋଲ୍ଟେଜ୍ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବାବାଦରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଯଜାତି କେଶରୀ ଦାସଙ୍କୁ ଭେଟି ଲୋଭୋଲ୍ଟେଜ୍ ସଂପର୍କରେ ଅବଗତ କରାଇଥିଲେ । ଏହାକୁ ନେଇ ସେ ନୂତନ ଟ୍ରାନ୍ସଫର୍ମର ବସାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସାହିବାସୀନ୍ଦା କହିଛନ୍ତି । ସାହିର ଗୋବିନ୍ଦ ଶତପଥୀ, ପଦ୍ମନାଭ ଲେଙ୍କା, ରବିନାରାୟଣ ଦାସ, ସଚ୍ଚିକାନ୍ତ ବିଶ୍ବାଳ ଓ ପ୍ରମୋଦ କୁମାର ବେହେରା ପ୍ରମୁଖ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟି ସମସ୍ୟାର ସମଧାନ ପାଇଁ ଦାବୀ କରିଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

କୌଶିକ ବାବା ଡ଼ିଗ୍ରୀ କଲେଜରେ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

masiha

ୱାଇ ଏମ୍ ସାଇନ୍ସ ଏକାଡେମୀ ଉଦଘାଟିତ 

Sunil Chandra Nayak

ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଜାମ ଯୋଗୁଁ ଜନଜୀବନ ପ୍ରଭାବିତ

Leave a Comment

error: Content is protected !!