ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ଧିକୁଲିଆରୀ ଠାରେ ଓବିସି, ଏସଟି, ଏସସି ମିଳିତ ମହାମଞ୍ଚ ର ବୁଦ୍ଧିଜୀବୀ ସମ୍ମିଳନୀ 

ଧର୍ମଗଡ:୨୫/୪/୨୨: ଏସ ସି, ଏସ ଟି, ଓ ବିଶି ମିଳିତ ମହାମଞ୍ଚ କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ଶାଖା ତରଫରୁ ସନ୍ଧିକୁଲିହାରୀ ଆମ୍ବ ତୋଟା ଠାରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା. ଏହି ସମ୍ମିଳନୀ ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମହିଳା ମୋର୍ଚା ରାଜ୍ୟ ସଭାନେତ୍ରୀ କମଳିନୀ ଯାଦବ, ପୂର୍ବତନ ଜିଲ୍ଲା ଯାଦବ ସଭାପତି ଡ଼ମ୍ବରୁଧର ଲହଜଲ, ଗୋଲାମୁଣ୍ଡା ଵିଆରସି ଲବଣି ନାଏକ, ବରିଷ୍ଠ କିରାଣୀ କମଲ ଲୋଚନମାଝୀ, ପୂର୍ବତନ ସରପଞ୍ଚ ଗଜିନ୍ଦ୍ର ନାଏକ, ଟିପିଗୁଡା ସରପଞ୍ଚ ହାତୀରାମ ଦୁର୍ଗା, ସମିତି ସଭ୍ୟ ସୁଜିତ ସାହୁ, ଥବୀର ନାଗ, ଶିକ୍ଷକ ପଦ୍ମଲୋଚନ ନାଏକ, ଲୋଚନ ନାଏକ,ବ୍ୟାସଦେବ ସାହୁ, ଏ ଓ ଏସ ଏଫ୍ ର ଜିଲ୍ଲା ଉପସଭାପତି ବିଭୀଷଣ ନାଏକ, ଗୋଲାମୁଣ୍ଡା ଯାଦବ ସଭାପତି ଗିରିଧାରୀ ତେଜୀ, ଡାକେଶ୍ୱର ଲହଜଲ, ଟିକେରାମ ସାହୁ, ବିରଞ୍ଚି ଭୋଇ, ଟଙ୍କଧର ଶବର, ତୁଳସୀ ରାମ ଗୋପାଳ,ଚିତ୍ର ଗୋପାଳ,ସନାତନ ଜାଲ, ଚକ୍ରଧର ବେଣୁପାଣି, ଲକ୍ଷ୍ୟଜୋତି ଜାଲ, ସୁଧୀର ଗୋପାଳ, ଅପ୍ରେସ ସ୍ୱାଇଁ,ଅକ୍ଷୟ ନାଏକ,ସୋମ୍ୟରଞ୍ଜନ ନାଏକ, ଡମ୍ବରୁଧର ନାଏକ, ବଦନ ମାଝୀ,ଜୀବଶଙ୍କର ନାଏକ,କ୍ଷୀରମୋହ ପଟେଲ,ଗୁଣନିଧି ଶବର, ଗଙ୍ଗାଧର ମହାନନ୍ଦ, ମହେନ୍ଦ୍ର ପଟେଲ, କାହ୍ନୁ ସେନାପତି, ତୁଲମଣୀ ନାଗ,ପ୍ରଭାକର ଜାଲ,ଦେବାର୍ଚନ ସେଠିଆ,ପ୍ରେମଲାଲ ଜଗତ, ଟଙ୍କଧର ତାଣ୍ଡି, ଅଶେଶ୍ୱର ଦୁର୍ଗା,ତୁଷାର ମହାନନ୍ଦ,ଢଗମାଳିଆ ନାଏକ,ମହେଶ୍ୱର ସୁନାନୀ, ପାଟଯୋଶୀ ପଟେଲ,ଆଦି ଶତାଧିକ କର୍ମକର୍ତା ମାନେ ଯୋଗ ଦେଇଥିଲେ. ଆଗାମୀ ଦିନରେ ଏହି ତିନି ବର୍ଗର ଜନସାଧାରଣ ସମସ୍ତେ ଏକ ହୋଇ ବହୁଜନ ସମାଜର ସ୍ୱାର୍ଥ ପାଇଁ ମିଳିତ ଭାବେ ଲଢେଇ କରିବାକୁ ନିଷ୍ପତ୍ତି ହୋଇଥିଲା. ପରେ ପରେ ଏହାର ଏକ ଅସ୍ଥାୟୀ କମିଟି ମଧ୍ୟ ଗଠନ ହୋଇଥିଲା

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ରାଜ୍ଯ ସରକାରଙ୍କ ଅର୍ଥ ବିଭାଗ ନିର୍ଦ୍ଦେଶରେ ଭବାନୀପାଟଣା ବ୍ଳକ ସଭା ଗୃହରେ ଏକ ସଚେତନ କାର୍ଯ୍ଯକ୍ରମ

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ – ମାୟା ଜାଲରୁ ମୁକ୍ତ ହେବାର ସମୟ ଆସିଛି

Sunil Chandra Nayak

ଲ୍ୟାଣ୍ଡଫଲ୍ ବେଳକୁ ଦୁର୍ବଳ ହୋଇଥିବ ବାତ୍ୟା, ବିଶିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ସୂଚନା

Leave a Comment

error: Content is protected !!