ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୈତ୍ରୀ କମ୍ପାନି ର କୌଶଳ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ

ମୈତ୍ରୀ କମ୍ପାନି ର କୌଶଳ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ

ମୈତ୍ରୀ ଇନ‌ଫ୍ରାଷ୍ଟ୍ରକଚର ଆଣ୍ଡ ମାଇନିଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ର ସଂସ୍ଥାପକ ଶ୍ରୀ, ଟି.ଶ୍ରୀନିବାସ ରାଓ ଙ୍କର ମାର୍ଗ ଦର୍ଶନ ରେ ଏବଂ ମୈତ୍ରୀ କମ୍ପାନି ର ପରିଚାଳନା ନିର୍ଦେଶକ ଶ୍ରୀ ଟି. ବାଲପବନ ଙ୍କ ତତ୍ତ୍ଵାବଧାନ ରେ ମୈତ୍ରୀ କୌଶଳ ବିକାଶ କାର୍ଯ୍ୟ କର୍ମର ଶୁଭାରମ୍ଭ ହୋଇ ଅଛି । ଏହି କାର୍ଯ୍ୟକ୍ରମ ଜରିଆରେ ସିଜିମାଳୀ, ବଫଳିମାଳି ଏବଂ କୋଡିଙ୍ଗା ମାଳୀ ବକ୍ସାଇଟ ମାଇନିଙ୍ଗ ପ୍ରଭାବିତ ଅଞ୍ଚଳର ଯୁବକ ମାନଙ୍କୁ ମୈତ୍ରୀ କମ୍ପାନି ତରଫରୁ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ମାଗଣାରେ, ଦକ୍ଷତା ବିକାଶ ତାଲିମ ସହ ଅନ୍ୟାନ୍ୟ ନିଯୁକ୍ତି ଭିତିକ ତାଲିମ ପ୍ରଦାନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏ ନେଇ ମୈତ୍ରୀ କମ୍ପାନି ଏବଂ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ହୋଇଥୁବାର ପ୍ରକାଶ ପାଇଛି ।

ଏହି କାର୍ଯ୍ୟକ୍ରମର ଆରମ୍ଭ ରେ ମୈତ୍ରୀ କମ୍ପାନି ଉପୋରକ୍ତ ଖଣି ପ୍ରଭାବିତ ଅଞ୍ଚଳର ପ୍ରାୟ 16 ଜଣ ଯୁବକଙ୍କୁ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ପାରଳାଖେମୁଣ୍ଡି ମୁଣ୍ଡି ଠାରେ ମାଗଣାରେ ଦକ୍ଷତା ବିକାଶ ଅନ୍ୟାନ୍ୟ ନିଯୁକ୍ତି ଭିତିକ ଶିକ୍ଷା ପ୍ରଦାନ ଏବଂ ସେମାନଙ୍କର ସମସ୍ତ ଆବଶ୍ୟକୀୟ ବ୍ୟବସ୍ତ ବସ୍ତା କରିଅଛି । ତାଲିମ, କମ୍ପୁଟର ଶିକ୍ଷା ଏବଂ ମାନଙ୍କର ରହିବା, ଖାଇବା এ

ମୈନ୍ଥୀ କମ୍ପାନି କୌଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ଯମରେ ଖଣି ପ୍ରଭାବିତ ଅଞ୍ଚଳର ଯୁବକ ମାନଙ୍କର ଆର୍ଥିକ ଅଭିବୃଦ୍ଧି , ବେକାରି ସମସ୍ୟା ହ୍ରାସ ଏବଂ ସାମଗ୍ରିକ ଜୀବନ ଧାରଣ ର ଉନ୍ନତି କରିବାର ଲକ୍ଷ୍ୟ ରଖୁଛି । ଏହିପରି ଉନ୍ନତ୍ତି ମୂଳକ କାର୍ଯ୍ୟକ୍ରମକୁ ଖଣି ପ୍ରଭାବିତ ଆଞ୍ଚଳ ବାସୀ ସ୍ବାଗତ କରୁଛନ୍ତି, ଏହା ବୁଦ୍ଧିଜୀବୀ ମହଲରେ ବୁହୁତ ସ୍ବାଗତ ଯଜ୍ଞ ବୋଲି ମତାପ୍ରକାଶ ପାଇଛି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସଵ ପାଇଁ ଆମପାଣି ବୁଢ଼ାରଜା ମନ୍ଦିରରୁ ବାହାରିଲା ମଶାଲ ଶୋଭାଯାତ୍ରା

Sunil Chandra Nayak

ତରବୋଡ଼ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

ବନ୍ଧୁଗାଁରେ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!