ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦରେ ଯୋଡ଼ା-କୋଇଡା ଲୁହାପଥର”କ୍ୟାମେରା ବିହୀନ ଗୃହରେ ମୁରଲୀ-ଦଲାଲ ଡୁପ୍ଲିକେଟ ପାଉଡର ଭର୍ତ୍ତିର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ-ଏଡିଜି

ବିପଦରେଯୋଡ଼ା-କୋଇଡା ଲୁହାପଥର”କ୍ୟାମେରା ବିହୀନ ଗୃହରେ ମୁରଲୀ-ଦଲାଲ ଡୁପ୍ଲିକେଟ ପାଉଡର ଭର୍ତ୍ତିର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ-ଏଡିଜି

ଭୁବନେଶ୍ୱର:-ଓଃ ବହୁ ଆରାମରେ ସମ୍ପୂର୍ଣ୍ଣ ସୁରକ୍ଷିତରେ ଦୀର୍ଘ ସମୟ ଧରି,ହୋଇ ଆସୁଥିଲା ଯୋଡ଼ା ଏବଂ କୋଇଡା ମଣ୍ଡଳର ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରିବାର ସ୍କାମ ଖଣି-ନିର୍ଦ୍ଧେଶଳୟ ଅଧିନସ୍ଥ ଯୋଡ଼ା ପ୍ରୟୋଗଶାଳାରେ ବୋଲି ଯାଞ୍ଚ କମିଟିର ମୁଖ୍ୟ ଅତିରିକ୍ତ ନିର୍ଦ୍ଧେଶକ ରଜତ କୁମାର କର ଜାଣି ଶକ୍ତଧକ୍କା ଆଘାତ ହୋଇଲେ।କିପରି ସରକାରଙ୍କ ଲୁହାପଥର ରାଜସ୍ୱରେ ହଜାର’ହଜାର କୋଟି ଟଙ୍କାର ରାଜସ୍ୱହାନୀ କରାଇ,ବିନା କ୍ୟାମେରା ପ୍ରକୋଷ୍ଠରେ(ପ୍ରୟୋଗଶାଳା) ଡ଼ିଡ଼ିସିଏ ଦାସମାତ ସୋରେନ,ଆସିଷ୍ଟାଣ୍ଟ କେମିଷ୍ଟ ମୁରଲୀ ଦେ ଏବଂ ଘରୋଇ କମ୍ପାନୀର ଅସାଧୁ କର୍ମଚାରୀ ସଭିଏଁ ଏକତ୍ରିତରେ ସରକାରୀ ପ୍ରୟୋଗଶାଳାରେ ଲୁହାପଥର ପରୀକ୍ଷା ପୂର୍ବରୁ କାଚ ନମୁନା ଟ୍ୟୁବରୁ ଲୁହା’ଗୁଣ୍ଡକୁ ଚାଞ୍ଚକତାରେ ବଦଳାଇ କରି, ଡୁପ୍ଲିକେଟ ଗୁଣ୍ଡ ଭର୍ତ୍ତି କରିବାର ପ୍ରମାଣ ଦେଖି, ଆଶ୍ଚର୍ଯ୍ୟରେ ସ୍ତବ୍ଧ ହୋଇଗଲେ, ସ୍ୱାଭିମାନୀ ଖଣି-ନିର୍ଦ୍ଧେଶକ ରୋହିତ କୁମାର ଲେଙ୍କାଙ୍କ ନିର୍ଦ୍ଧେଶରେ ଯୋଡ଼ା ପ୍ରୟୋଗଶାଳାକୁ ଯାଞ୍ଚ ନିମନ୍ତେ ଆସିଥିବା କମିଟିର ମୁଖ୍ୟ ଶ୍ରୀ ରଜତ କୁମାର କର(ଏଡିଜି)।ଏଠାରେ ପ୍ରକାଶଯୋଗ୍ୟ ସରକାରଙ୍କ ଯୋଡ଼ା ଏବଂ କୋଇଡା ଦୁଇ-ମଣ୍ଡଳର ଉଚ୍ଚମାନର ଲୁହାପଥର ଯାହାକୁ ସାରାବିଶ୍ୱ କ୍ଷାତିର ପରିଚୟ ଦେଉଥିଲେ ମଧ୍ୟ ଖଣିଜ ପଦାର୍ଥକୁ ପରୀକ୍ଷା କରିବା ନିମନ୍ତେ ରାଜ୍ୟ ରିସର୍ଚ୍ଚ ଲାବୋରଟରୀର ଜେଡିସିଏ ସୁକାନ୍ତ ମିଶ୍ର ଦାୟତ୍ୱ ଓ ଖୋଦ ଜେଡିସିଏ ସୁକାନ୍ତ ଦୀର୍ଘ ପ୍ରତ୍ୟେକ ମାସ ଧରି ଯୋଡ଼ା ଆସିବାକୁ ସମ୍ପୂର୍ଣ୍ଣ ନିଷ୍ଫଳକୁ ଏକ ଚକ୍କର ଯୋଗେ ପ୍ରୟୋଗଶାଳାର ଡ଼ିଡ଼ିସିଏ ଦାସମାତା ସୋରେନ, ସସ୍ମିତା, ମୁରଲୀ ଏବଂ ଟ୍ରେ-ଚୋର’ଟିମ ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରୁଥିବା ମହାଦୁର୍ନୀତିକୁ ସରକାର ହୃଦୟବୋଧ କରୁଥିବାରୁ ଖଣି-ନିର୍ଦ୍ଧେଶଳୟରେ ନୂତନ ଓଡ଼ିଆ ନିର୍ଦ୍ଧେଶକଙ୍କୁ ଯୋଗ କରାଇଥିବାରୁ ସ୍ୱାଭିମାନୀ ନିର୍ଦ୍ଧେଶକ ମଧ୍ୟ ନିଜ କର୍ତଵ୍ୟନିଷ୍ଠାର ସହିତ ଗ୍ରେଡ଼ସ୍କାମ ସମ୍ବନ୍ଧୀୟ ଅନେକ ତଥ୍ୟ ଖଣିବାସୀଙ୍କ ଠାରୁ ଜାଣିନେବାରୁ ଯାଞ୍ଚ ନିମନ୍ତେ ଅତିରିକ୍ତ ନିର୍ଦ୍ଧେଶକ ରଜତ କୁମାର କର ଯୋଡ଼ା ଆସି ଖଣିବାସୀଙ୍କୁ ସାକ୍ଷାତ କରି ଡ଼ିଡ଼ିସିଏ ସୋରେନ, ସସ୍ମିତା ଏବଂ ମୁରଲୀ’ର ଗ୍ରେଡ଼ସ୍କାମ ସମ୍ବନ୍ଧୀୟ ନାନାଦି ଦସ୍ତାବିଜ, ହାତଲେଖା ଦସ୍ତାବିଜ, ଫୋଟ, ଭିଡିଓକୁ ସାହାଯ୍ୟ/ସହଯୋଗ ନେଇଥିବାକୁ ନିଶ୍ଚୟ ଦିନ କେଇଟାରେ ଏହି ତିନିଜଣର ବଦଳି ନିର୍ଦ୍ଧେଶ ନିଶ୍ଚୟ ଆସିବା ପୂର୍ବରୁ ଡିପାର୍ଟମେଣ୍ଟ ପକ୍ଷରୁ ରାଜ୍ୟହିତ ନିମନ୍ତେ ନିର୍ଦ୍ଧେଶକ ରୋହିତ କୁମାର ଦୃଢରୁ ଅତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସାଧାରଣ ଖଣିବାସୀଙ୍କ ଅଗାଢ ବିଶ୍ୱାସ ସ୍ୱାଭିମାନୀ ଖଣି-ନିର୍ଦ୍ଧେଶକ ରୋହିତ କୁମାରଙ୍କ ଉପରେ ରହିଥିବାର ଜାଣିବାକୁ ମିଳେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ

ପୃଥକ ଦୁର୍ଘଟଣାରେ ୩ ଆହତ 

masiha

ବ୍ୟାଙ୍କ କୁ ନେଉଥିବା ଟଙ୍କା ପିକଅପ ଭ୍ୟାନ ଦୃଘଟଣା ଗ୍ରସ୍ତ ,ଅଳ୍ପକେ ବଞ୍ଚିଲେ ୪ଜଣ ବ୍ୟାଙ୍କ କର୍ମଚାରୀ

masiha

Leave a Comment

error: Content is protected !!