ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜରାସ୍ତାରେ ଗର୍ଜିଲେ ଜୀବିକା ମିଶନ ଇସି ସଂଘ ମହିଳା

ରାଜରାସ୍ତାରେ ଗର୍ଜିଲେ ଜୀବିକା ମିଶନ ଇସି ସଂଘ ମହିଳା 

ଜୁନାଗଡ଼ ,୧୭/୩(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଇସି ସଦସ୍ୟଙ୍କ ପୁନଃ ଗଠନ ନିର୍ଦ୍ଧେଶ ପ୍ରତ୍ୟାହାର ଓ କାର୍ଯ୍ୟରତ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଓ ବକେୟା ଭତ୍ତା ପ୍ରଦାନ ,କମ୍ୟୁନିଟି ସପୋର୍ଟ ଷ୍ଟାପଙ୍କ ପାଞ୍ଚ ବର୍ଷୀୟା ଚୁକ୍ତି ବାତିଲ କରି ସ୍ଥାୟୀ ନିଯୁକ୍ତି ଓ ମହିଳା ସଶକ୍ତି କରଣ ହାରରେ ନିୟମିତ ପ୍ରଦାନ ଦାବୀରେ ଆଜି ରାଜରାସ୍ତାରେ ରାଲି କରି ବ୍ଲକ ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ରେଲିରେ ଜେନେରାଲ ସେକ୍ରେଟାରୀ ଟୁନୀ ନାଏକ, ସୀତା ଶବର, ସେଗ୍ରେଟାରୀ ତପସ୍ୱିନୀ ନାଏକ, ଝିଲି ବିହାର, ସାବିତ୍ରୀ ଦଳାଇ ପ୍ରମୁଖ ସାମିଲ ଥିଲେ । ସଭ୍ୟା ହିସାବରେ ଲଳିତା ରଣା, ମମତା ଲହଜଲ୍, ଜାନକୀ ରାଇଗୁରୁ,ସୀତା ସି , କସ୍ତୁରୀ ମାଝୀ, ଦୟମନ୍ତି ଭଞ୍ଜ, ସଂତୋଷିନି ନାଏକ, ରିତା ବାଗ ସମେତ ସହର ତଥା ଗ୍ରାମାଞ୍ଚଳର ସମସ୍ତ ଇଶି ସଂଘର କର୍ମକର୍ତା ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ସଫେଇ କର୍ମଚାରୀ ଙ୍କୁ ସୁରକ୍ଷା ସାମଗ୍ରୀ ବଣ୍ଟନ      

Sunil Chandra Nayak

ଡକ୍ଟର ଅଜିତ ବେହେରା ପାଇଲେ ଓଡ଼ିଆ ସାହିତ୍ୟ ରତ୍ନ ସମ୍ମାନ 

masiha

ଲାଞ୍ଜିଗଡ଼ ନୋଡ଼ାଲ ପ୍ରାଥମିକ ସ୍କୁଲରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!