ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସରକାରୀ ଉଚ୍ଚ ବିଦ୍ୟାଳୟ, ତେରେସିଂହାର ୨୦୦୬ ମାଟ୍ରିକ ବ୍ୟାଚ ର ପୁରାତନ ଛାତ୍ର ମାନଙ୍କୁ ନେଇ ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ ତେରେସିଂହା ଠାରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା l ପୁରାତନ ଛାତ୍ର ଆକାଶ କେଡ଼ିଆଙ୍କ ସଭାପତିତ୍ୱରେ ବୈଠକ ହୋଇଥିଲେ l ଚଳିତ ବର୍ଷ ଏହି ମାଟ୍ରିକ ବ୍ୟାଚ ପଞ୍ଚମ ବନ୍ଧୁ ମିଳନ ପାଳନ କରିବ l ଏଥିରେ ସହପାଠୀ ରାମଚନ୍ଦ୍ର ରଣା, ପୁରନ୍ଦର ରଣା, ଅମିତ ରଣା, ସତ୍ୟ ସିଂ ବାଗ, ସୁଶାନ୍ତ ରଣା, ଧର୍ମେନ୍ଦ୍ର ରଣା, ରତିକାନ୍ତ ରଣା, ଅଲେଖ ରଣା, ରୁଦ୍ରପ୍ରକାଶ ରଣା, ବୁଦ୍ଧଦେବ ରଣା, ଭକ୍ତ ରଣା, ଟିକେରାମ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶ୍ରୀ ଶ୍ରୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ 

Sunil Chandra Nayak

ମହୁଲପାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛତା ହିଁ ସେବା ଦିବସ ପାଳନ

masiha

ପ୍ରଗତି ଉତ୍କଳ ସଂଘ ତରଫରୁ ‘ ମୋ ପ୍ରିୟ କବି ଓ କବିତା ‘ ଆସର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!