ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଛୁଆ ଓ ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ

ଖଡ଼ିଛୁଆ ଓ ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ

ଜୁନାଗଡ଼, ୨୨/୩(ମନୀସ)ସରକାରଙ୍କ ନିର୍ଦେଶ ମତେ ବିଦ୍ୟାଳୟ ମାନଙ୍କରେ ଆସନ୍ତା ଏପ୍ରିଲ ୨ତରିକା ଦିନ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆ କାର୍ଯ୍ୟକ୍ରମ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ହିଂଜିଲି ବାହଲି ଓ ବିଭିନ୍ନ ସ୍ଥାନରେ ଯାଇ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ରାଧାକାନ୍ତ ଛତ୍ରୀ,ଜୁନାଗଡ଼ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ, ତପନ ମାଝୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ବିରେନ୍ଦ୍ର ବାଗ,ସହଶିକ୍ଷକ ବିଭୁତିଭୂଷଣ ପଣ୍ଡା,କାଉନସିଲର ଚକ୍ରଧର ବାଗ, ସାମାଜିକ କର୍ମୀ, ପ୍ରମୁଖ ସାମିଲ ହୋଇ ହିଂଜିଲିବାହିଲି, ମାଟିଗାଁ,ଚିଚେଗୁଡ଼ା ପ୍ରଭୁତି ଗ୍ରାମରେ ଘର ଘର ଯାଇ ୫ବର୍ଷରୁ ଉର୍ଦ୍ଧ ଓ ୬ ବର୍ଷରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇବା ପାଇଁ ସଚେତନ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

Honorable MP Mr.Bhartruhari Mahatab feliciated by ACA.

masiha

ଓଡ଼ିଶା ପୁଲିସର ନିଶାମୁକ୍ତ ଓଡିଶା ଅଭିଯାନ

ଚାଟିଗୁଡା ଗ୍ରାମରେ ବର୍ଷା ପାଇଁ ଚାଲିଛି, ବେଙ୍ଗ ବେଙ୍ଗୁଲି ବାହାଘର

Sunil Chandra Nayak

Leave a Comment

error: Content is protected !!