ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ତର ବନଖଣ୍ଡ କାର୍ଯ୍ଯାଳୟ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ” ବିଶ୍ବ ବନ ଦିବସ” ବାଳସି ବିଦ୍ୟାଳୟ ପୁରସ୍କୃତ 

କଳାହାଣ୍ଡି ଉତ୍ତର ବନଖଣ୍ଡ କାର୍ଯ୍ଯାଳୟ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ” ବିଶ୍ବ ବନ ଦିବସ” ବାଳସି ବିଦ୍ୟାଳୟ ପୁରସ୍କୃତ 

ଭବାନୀପାଟଣା ତା:୨୨/୦୩() କଳାହାଣ୍ଡି ଉତ୍ତର ବନଖଣ୍ଡ କାର୍ଯ୍ଯାଳୟ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ” ବିଶ୍ବ ବନ ଦିବସ” ବହୁ ଆଡମ୍ବର ରେ ପାଳିତ ହୋଇଯାଇଛି । ଏହି ଭବ୍ୟ ସମାରୋହ ରେ ମୁଖ୍ଯ ଅତିଥି ରୂପେ ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପ।ଟ୍ଟଯୋଶୀ ଏବଂ ସମ୍ମାନିତ ଅତିଥି ଆର.ସି.ସି.ଏଫ ଶ୍ରୀଯୁକ୍ତ ସନ୍ତୋଷ ଯୋଶୀ ତଥା ଉତ୍ତର ଏବଂ ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ଏକ ସଭା ଆୟୋଜିତ ହୋଇଥିଲ। ଏହି ଅବସରରେ ଜବାହର ଉଚ୍ଚ ବିଦ୍ୟାପୀଠ, ବାଲସି ଙ୍କୁ ଚଳିତ ବର୍ଷର ଭବାନିପାଟଣା ଉପଖଣ୍ଡ ର ” ଉତ୍ତମ ଶିକ୍ଷାନୁଷ୍ଠାନ ଭାବରେ ପୁରସ୍କୃତ କରାଯାଇଅଛି। ଏହି ପୁରସ୍କାର ଜବାହର ଉଚ୍ଚ ବିଦ୍ୟାପୀଠ ର ପ୍ରଧାନଶିକ୍ଷକ, ଶ୍ରୀଯୁକ୍ତ ଅଭୟ କୁମାର ଦେବତା, ମାନ୍ୟବର ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପରିବେଶ ସୁରକ୍ଷା ଏବଂ ବୃକ୍ଷ ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ଦେବତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଅଛି।

କଳାହାଣ୍ଡି ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୮୮ ତମ ଓଡ଼ିଶା ଦିବସ ସମାରୋହ-୨୦୨୩ ଧୂମଧାମରେ ପାଳିତ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସମ୍ ହସ୍ପିଟାଲର ଖ୍ଯାତନାମାକିଡନୀ ରୋଗ ବିଶେଷଜ୍ଞ ଡା଼. ବିଶ୍ବଜିତ ମହାନ୍ତିଙ୍କ ଦ୍ବାରା ରୋଗ ଚିକିତ୍ସା ଶୁଭାରମ୍ଭ

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ମେହେରଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!