ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରାଧ୍ୟା କଲ୍ଚରାଲ ଏକାଡେମୀ ପକ୍ଷରୁ ସଂଗୀତ,ନୃତ୍ୟ,ବାଦ୍ୟ ଓ ଚିତ୍ରକଳା ଶିକ୍ଷାଦାନ ଆରମ୍ଭ

ଆରାଧ୍ୟା କଲ୍ଚରାଲ ଏକାଡେମୀ ପକ୍ଷରୁ ସଂଗୀତ,ନୃତ୍ୟ,ବାଦ୍ୟ ଓ ଚିତ୍ରକଳା ଶିକ୍ଷାଦାନ ଆରମ୍ଭ 

କଟକ : କଟକ ସଦର ଥାନା ଫୁଲନଖରା ଉପକଣ୍ଠ ବ୍ରାହ୍ମଣଝରିଲୋ ସ୍ଥିତ ନୃତ୍ୟ,ସଂଗୀତ,ବାଦ୍ୟ ଓ ଚିତ୍ରକଳା ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲ୍ଚରାଲ ଏକାଡେମୀ (ଏସିଏ) ପକ୍ଷରୁ ଓଡ଼ିଆ ସାହିତ୍ୟ,କଳା ଓ ସଂସ୍କୃତି ସମ୍ପର୍କୀୟ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇ ଯାଇଛି । ଏକାଡେ଼ମୀ ପ୍ରତିଷ୍ଠାତା ସମ୍ପାଦକ ଅଜୟ କୁମାର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଟିତ ସଭାରେ ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ”ର ସମ୍ପାଦକ ଶିକ୍ଷାବିତ୍ ଇଂ.ଶ୍ରୀ ସନ୍ନ୍ୟାସୀ ଜୀ ମୂଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରତାପ କେଶରୀ ପାତ୍ର,ସମାଜସେବୀ ସୁନ୍ଦର ପ୍ରଭାତ ଦାସ,ଦକ୍ଷ ସଂଗଠକ ସୁରେନ୍ଦ୍ର ମହାପାତ୍ର,ସମାଜସେବୀ ମହେଶ୍ୱର ପାତ୍ର,ଟ୍ରଷ୍ଟ ପରିଚାଳିକା ସସ୍ମିତା ସାହୁ,ସମାଜସେବୀ ରାକେଶ କୁମାର ହୋତା,ନୃତ୍ୟ ଗୁରୁ ଏମ ବାପି ମଲ୍ଲିକ,ଗୁରିମା ତନୁଶ୍ରୀ ରଖିତ୍,ଗୁରୁ ବିଜୟ କୁମାର,,ଛାତ୍ରଛାତ୍ରୀ,ଅଭିଭାବକ ଓ ଅଭିଭାବିକା ବର୍ଗ ଉପସ୍ଥିତ ଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଭାଲୁ କାମୁଡା ରେ ମହିଳା ଗୁରୁତର

masiha

ଜୁନାଗଡ଼ ରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ

masiha

Leave a Comment

error: Content is protected !!