ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ସରକାରଙ୍କ ମହିଳା ନିର୍ଯ୍ୟାତନା ନେଇ ସାମ୍ବାଦିକ ସମ୍ମିଳନୀ

ରାଜ୍ୟ ସରକାରଙ୍କ ମହିଳା ନିର୍ଯ୍ୟାତନା ନେଇ ସାମ୍ବାଦିକ ସମ୍ମିଳନୀ

ଆସିକା, ୨୫/୦୩/୨୫ ଗଞ୍ଜାମ  ଜିଲ୍ଲା (ପଶ୍ଚିମ ) ଆସିକା କଂଗ୍ରେସ  କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ  ଆୟୋଜିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ଜିଲ୍ଲା (ପଶ୍ଚିମ ) ସଭାପତି ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ଶର୍ମା ଙ୍କ ଅଧକ୍ଷତା ଗଞ୍ଜାମ ଜିଲ୍ଲା କଂଗ୍ରେସ ମୁଖପାତ୍ର ସୋନାଲି ସାହୁ, ଗଞ୍ଜାମ ପର୍ଯ୍ୟବେକ୍ଷକ ବିଜୟ ପ୍ରଧାନ, ଆସିକା ଏମ ପି ପ୍ରାଥୀ ଯୁବ ଆଇନଜୀବୀ ଦେବକାନ୍ତ ଶର୍ମା ଙ୍କ ସଂଯୋଜନା ରେ ଭଞ୍ଜନଗର ବିଧାୟକ ପାର୍ଥୀ ପ୍ରଶାନ୍ତ କୁମାର ) ବିଶୋଇ, ପୋଲସରା ବିଧ ବିଧାୟକ ପ୍ରାଥୀ ଅନନ୍ତ ବରାଡ଼, ହିଞ୍ଜିଳି କାଟୁ ବିଧାୟକ ପ୍ରାଥୀ ରଜନୀ କାନ୍ତ ପାଢ଼ୀ, କବିସୂର୍ଯ୍ୟନଗର ବିଧାୟକ ପ୍ରାଥୀ ସଂଜୟ ମଣ୍ଡଳ, ଖଲିକୋଟ ବିଧାୟକ ପ୍ରାଥୀ ଚିତ୍ରସେନ ବେହେରା, ସୋରଡ଼ା ବିଧାୟକ ପ୍ରାଥୀହରି କୃଷ୍ଣ ରଥ, ସୂଦୀପ୍ତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ କ୍ରାଜ୍ୟ ସରକାର ବିଗତ କିଛି ଦିନ ଭିତରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଓ ପାଶବିକ ଅତ୍ୟାଚାର ହୁହୁ ହୋଇ ବଢ଼ିଚାଲିଛି । ଗୋଟିଏ ପଟେ ଡବଲ ଇଞ୍ଜିନ ସରକାର ରାଜ୍ୟର ଦ୍ରୁତ ପ୍ରଗତୀର ସ୍ୱପ୍ନ ଦେଖାଉଥିଲା ବେଳେ ରାଜ୍ୟରେ ୫୦ ଭାଗ ଜନସାଧାରଣ ଯେଉଁମାନେକି ମହିଳା ସେମାନେ ଆଜି ଅତିମାତ୍ରାରେ ଅତ୍ୟାଚାରିତ ଓ ଉତ୍ପଚୀନର ଶିକାର ହେଉଛନ୍ତି । ଓଡ଼ିଶା ଆଜି ସାରା ଦେଶରେ ମହିଳା ଅତ୍ୟାଚାର କ୍ଷେତ୍ରରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ପ୍ରତି ଏକଲକ୍ଷ ମହିଳାକ ଙ୍କ ମଧ୍ୟରେ ରେ ରାଜ୍ୟରେ ୧୧୨.୯ ଜଣ ଜଣ ମହିଳାଙ୍କୁ ବି ବିଭିନ୍ନ ଉପାୟରେ ଅତ୍ୟାଚାରି ହେଉଛନ୍ତି ଉଛନ୍ତି। ଏଭଳି ଏଇ ସଂଗୀନ ଅପରାଧ (ରାଷ୍ଟ୍ର ମାନଙ୍କ ପ୍ରତି ରାଜ୍ୟ ଘଟାଉଥିବା ଅପାରା ସରକାର ଯେଉଁ କୋଠର କାର୍ଯ୍ୟାନୁଷ୍ଠାନ ନଉ ନାହାନ୍ତ l ଫଳରେ ଅପରାଧୂମାନଙ୍କ ମନରେ ନାହିଁ, ଆଇନ ପ୍ରତି ସମ୍ମାନ ନାହିଁ । ଓଡ଼ିଶା ଆଜି ସାରା ଗତ ମହିଳା ମାନଙ୍କ ସୁ ରକ୍ଷା ପ୍ରଦାନ କ୍ଷେତ୍ରରେ ସଂପୂର୍ଣରୂପେ ବିଫଳ ହୋଇଛି । ଏହା ପ୍ରତ୍ୟେକ ଓଡ଼ିଆ ପ୍ରତି ଘୋର ଅପମାନ । ଏହା ଏହା ଆମ ଅସ୍ମିତା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୮ ମାସର ନୂଆ ସରକାର ସମୟରେ ୫୪ଟି ଧର୍ଷଣ, ଗଣବଳାକୁ ଓ ହତ୍ୟା ଘଟଣା ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଛି । ରାଜ୍ୟରେ ୧୨.୯% ରେଟରେମହିଳାମାନଙ୍କ ପ୍ରତି ହେଉଥିବା ଧର୍ତବ୍ୟ ଅପରାଧ ଘଟୁଛି ଏହା ସବୁଠାରୁ ଚିନ୍ତାଜନକ କାରଣ ରାଜ୍ୟରେ କୌଣସିଏକ ଜିଲ୍ଲା ନାହିଁ ଯେଉଁଠାରେ ଏଭଳି ସଂଗୀନ ଅପରାଧ ଘଟୁନାହିଁ । ରାଜ୍ୟର ୮ ମାସର ସରକାର ଏ ସମସ୍ତ ଯୋଳାନରେ ସମସ୍ତ ଘଟଣାରେ ସଂପୂର୍ଣ ନିରବ କାହିଁକି l ସୁଭଦ୍ରା ଯାଳାନରେ ମହିଳାଙ୍କୁ ୫ ହଜାର ଟଙ୍କା ସଶକ୍ତ କରୁଥିବାର କଥା କହୁ ଥିବା ଏହି ଡବଲ ଇଞ୍ଜିନ ସରକାର ରାଜ୍ୟ ରେ ସୁଭଦ୍ରାମାନଙ୍କ ପ୍ରତି ହେଉ ଥିବା ଅତ୍ୟାଚାର ଉପରେ ଅଂକୁଶ ଲଗାଇବାପାଇଁ ଅସମର୍ଥ ଅଟେ । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା। ଅଂଚଳର ୫ ବର୍ଷର ଝିଅ ପ୍ରତି ଗଣଦୁଷ୍କର୍ମ, ନବରଙ୍ଗପୁରର ଉମରକୋଟ ଅଂଚଳରେ ଚଳରେ ଏକ ସପ୍ତମ ଶ୍ରେଣୀ ଛାତ୍ରୀକୁ ମଦ ପିଆଇ ଗଣ ବଳତ୍କାର। ଏତେ ସବୁ ଘଟଣାପରେ ଏ ମନୁବାଦି ସରକାର ଠୋସ୍ ପଦକ୍ଷେପ ନେବା ପରିବର୍ତ୍ତେ କିଭଳି କଂଗ୍ରେସ ବିଧାୟକମାନଙ୍କୁ ବିଧାନ ସଭା ଭିତରେ ମାଡ ମରାଯାଇପାରିବ ସେଥି ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ହୋଇ ରହିଛି l

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ସରକାରୀ ଅବକାରୀ ନୀତିକୁ “ଫୁ” କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ରାଉରକେଲା ବିଜେଡି ର ଦାବିପତ୍ର 

masiha

କେନ୍ଦ୍ର ଚାଉଳ ରାଜନୀତିକୁ ନେଇ କୋକସରା ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ଦାବିପତ୍ର ଦେଲେ ବିଜେଡି କର୍ମି

Sunil Chandra Nayak

ବିଜୁ ଯୁବ ଛାତ୍ର ଜନତା ଦଳର ଡିଜିଟାଲ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!