ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା 

ଜୁନାଗଡ଼ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା 

ଜୁନାଗଡ଼,୨୭/୩(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ନୂତନ ବଜାର କମିଟି ପ୍ରାଙ୍ଗଣ (ଆର୍,ଏମ,ସି )ଠାରେ ଜୁନାଗଡ଼ ସମବାୟ ସମିତି ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ସଶକ୍ତ ସମବାୟ ସୁଦୃଢ଼ ସମାଜ ସମୃଦ୍ଧ ଜୀବନ ତଥା ବାର୍ଷିକ ସାଧାରଣ ସଭା। ଏହି ସାଧାରଣ ସଭାରେ ସଭା ପରିଚାଳନା କମିଟି ନିର୍ଦେଶକ ସନ୍ତୋଷ ସିଂହ ଦେଓ କରିଥିବା ବେଳେ,ମୁଖ୍ୟ ଅତିଥି ବିସିଶିବି ବ୍ୟାଙ୍କ ପରିଚାଳକ ଶ୍ରୀମତୀ ଅଞ୍ଜଳୀ ଖମାରୀ, ସମ୍ମାନିତ ଅତିଥି ଭାବେ ପେକ୍ସ ସଭାପତି ତଥା ପୂର୍ବତନ ନଗରପାଲ ଜୁନାଗଡ଼ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ବରାଡ, ପେକ୍ସ୍ ଡାଇରେକ୍ଟର ହୁସନାରା ବେଗମ୍, ଅଜାମ୍ବିଲ ପୁଝାରୀ, ଧବଳେଶ୍ଵର ଚନ୍ଦନ, ପରୀକ୍ଷିତ ଗହିର, ସମାଜସେବୀବିପିନ ନାଏକ, ବିଶିଶିବି ବ୍ୟାଙ୍କ ସୁପରଭାଇଜର ବୁଦ୍ଧିମାନ ପାତ୍ର, ଡାଇରେକ୍ଟର ଟଙ୍କଧର ମାଝୀ, ଲୋକରାମ୍ ଘି, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯଦୁ ଭାଟି, ଓ ଏସ.ଏସ. ଜି ଗ୍ରୁପ୍ ର ସଭାପତି ପୁଷ୍ପା ପୁଝାରୀ ମାମ୍ମନିତ କରଯାଇଥିଲା।ଏହି ସଧାରଣ ସଭା କାର୍ଯ୍ୟକ୍ରମରେ ଅଂଚଳର ଅନେକ ଚାଷୀ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ର ବନ୍ଧୁ ମିଳନ

masiha

ଧର୍ମଗଡ଼ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

Sunil Chandra Nayak

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୩୪ ତମ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରେଳି ସହିତ ଉଦଯାପିତ।

Sunil Chandra Nayak

Leave a Comment

error: Content is protected !!