ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା 

ଜୁନାଗଡ଼ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା 

ଜୁନାଗଡ଼,୨୭/୩(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ନୂତନ ବଜାର କମିଟି ପ୍ରାଙ୍ଗଣ (ଆର୍,ଏମ,ସି )ଠାରେ ଜୁନାଗଡ଼ ସମବାୟ ସମିତି ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ସଶକ୍ତ ସମବାୟ ସୁଦୃଢ଼ ସମାଜ ସମୃଦ୍ଧ ଜୀବନ ତଥା ବାର୍ଷିକ ସାଧାରଣ ସଭା। ଏହି ସାଧାରଣ ସଭାରେ ସଭା ପରିଚାଳନା କମିଟି ନିର୍ଦେଶକ ସନ୍ତୋଷ ସିଂହ ଦେଓ କରିଥିବା ବେଳେ,ମୁଖ୍ୟ ଅତିଥି ବିସିଶିବି ବ୍ୟାଙ୍କ ପରିଚାଳକ ଶ୍ରୀମତୀ ଅଞ୍ଜଳୀ ଖମାରୀ, ସମ୍ମାନିତ ଅତିଥି ଭାବେ ପେକ୍ସ ସଭାପତି ତଥା ପୂର୍ବତନ ନଗରପାଲ ଜୁନାଗଡ଼ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ବରାଡ, ପେକ୍ସ୍ ଡାଇରେକ୍ଟର ହୁସନାରା ବେଗମ୍, ଅଜାମ୍ବିଲ ପୁଝାରୀ, ଧବଳେଶ୍ଵର ଚନ୍ଦନ, ପରୀକ୍ଷିତ ଗହିର, ସମାଜସେବୀବିପିନ ନାଏକ, ବିଶିଶିବି ବ୍ୟାଙ୍କ ସୁପରଭାଇଜର ବୁଦ୍ଧିମାନ ପାତ୍ର, ଡାଇରେକ୍ଟର ଟଙ୍କଧର ମାଝୀ, ଲୋକରାମ୍ ଘି, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯଦୁ ଭାଟି, ଓ ଏସ.ଏସ. ଜି ଗ୍ରୁପ୍ ର ସଭାପତି ପୁଷ୍ପା ପୁଝାରୀ ମାମ୍ମନିତ କରଯାଇଥିଲା।ଏହି ସଧାରଣ ସଭା କାର୍ଯ୍ୟକ୍ରମରେ ଅଂଚଳର ଅନେକ ଚାଷୀ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ବ୍ଳକ! ଗୁହାଳଡାଙ୍ଗିରୀ ପଞ୍ଚାୟତରେ ହାତୀ ଉପଦ୍ରବ; ଗୃହ ଓ କ୍ଷେତ ନଷ୍ଟ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ୧୪ତମ ପାଳି ଅଭିଯୋଗ ଶୁଣାଣି ନିୟମିତ ଅଭିଯୋଗ ଶୁଣାଣି ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କ ଭରସା ବୃଦ୍ଧି ପାଇଛି

Sunil Chandra Nayak

ନଦୀରୁ ବୃଦ୍ଧା ଙ୍କ ମୃତଦେହ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!