ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଓକିଲ ସଙ୍ଗ ନିର୍ବାଚନ ଅନୁଷ୍ଠିତ 

ଜୁନାଗଡ଼ ଓକିଲ ସଙ୍ଗ ନିର୍ବାଚନ ଅନୁଷ୍ଠିତ 

ଜୁନାଗଡ଼୩୦/୩(ମନୀସ)-ଚଳିତ ୨୦୨୫/୨୬ ବର୍ଷ ପାଇଁ ଜୁନାଗଡ଼ ଓକିଲ ସଙ୍ଗ ର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇ ସଭାପତି ଭାବେ ବାଳକୃଷ୍ଣ ଅlଚାରୀ, ଉପସଭାପତି ଦିଗାମ୍ବର ନାଏକ, ସମ୍ପାଦକ ହିମାଂଶୁ ଶେଖର ବରାଡ଼, ସହସମ୍ପାଦକ ଧନେଶ୍ୱର ନାଏକ ଓ ଜୟଦେବ ସୁନାନୀ, ସହ ସମ୍ପାଦକ (ଲାଇବ୍ରେରୀ )ଜୁଲିରାଣୀ ନାୟକ, କୋଷାଧକ୍ଷ ମିଳାପଚନ୍ଦ ଜୈନ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ସୁରେଶ ଚନ୍ଦ୍ର ପଣ୍ଡା, ମଦନ ମୋହନ ସାହୁ, ଅଶୋକ କୁମାର ପାତ୍ର, ନୀଳକଣ୍ଠ ମିଶ୍ର, କୈଳାସ ଚନ୍ଦ୍ର ଚୌଧୁରୀ, ଦିପେନ କୁମାର ସାହୁ, ବିଶ୍ୱନାଥ କର ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ଶିଶିର କୁମାର ପଟ୍ଟନାୟକ ଜଣାଇଛନ୍ତି lଆଗାମୀ ଦିନ ରେ ଜୁନାଗଡ଼ କୋର୍ଟ ବିଲଡିଂ ତିଆରି ନୂତନ କମିଟି ର ପ୍ରାଥମିକତା ହେବ ଓ ଓକିଲ ମାନଙ୍କ ସମସ୍ୟା ର ସମାଧାନ ହେବ ବୋଲି ନୂତନ ସଭାପତି ଓ ସମ୍ପାଦକ ପ୍ରକାଶ କରିଛନ୍ତି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଜୟୱାଡାରୁ ଫେରିଲା ଦାଦନ ଶ୍ରମିକଙ୍କ ଶବ, ଗାଁରେ ଶୋକାକୁଳ ପରିବେଶ

Sunil Chandra Nayak

ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୯୦ ତମ ଓଡ଼ିଶା ଦିବସ ସମାରୋହ ପାଳିତ 

masiha

Leave a Comment

error: Content is protected !!