ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଷ୍ଟଏଡ୍ ଟ୍ରେନିଂ ସହ ରୋଡ଼ ସେଫ୍ଟି ତାଲିମ ପ୍ରଦାନରେ ସାମାଜିକ କର୍ମୀ 

ଫାଷ୍ଟଏଡ୍ ଟ୍ରେନିଂ ସହ ରୋଡ଼ ସେଫ୍ଟି ତାଲିମ ପ୍ରଦାନରେ ସାମାଜିକ କର୍ମୀ 

 କଟକ : ବିଶିଷ୍ଟ ସମାଜସେବୀ ଦୀପକ ଚୌଧୁରୀ ଜଣେ ନିଆରା ମଣିଷ । ସମାଜସେବା,ରକ୍ତଦାନ,ଦୁଇ ହଜାରରୁ ଅଧିକ ସ୍କୁଲ୍ ଛାତ୍ରଛାତ୍ରୀ ଓ ଇଣ୍ଡଷ୍ଟ୍ରିଜ୍ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ଶିକ୍ଷା ତାଲିମ,ରୋଡ଼ ସେଫ୍ଟି ଶିକ୍ଷା ପ୍ରଦାନ କରିବାରେ ସିଦ୍ଧହସ୍ତ । ଅସହାୟ ଲୋକଙ୍କୁ ଏସସିବି କଟକ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀଙ୍କୁ ସେବା ଯୋଗାଇବା,ରକ୍ତ ଯୋଗାଡ,ପ୍ରାକୃତିକ ଦୁର୍ବିପାକରେ ଜରୁରୀ ସେବା ଆଦି ସହାୟତା ପ୍ରଦାନ,ଜନ ଜାଗରଣ ଏପରିକି ପୂର୍ବତନ ରାଜ୍ୟପାଳ ଗଣେଷୀ ଲାଲ ଜୀଙ୍କ ସହ ମିଶି ତିତିଲି,ଫନି,ଅମ୍ଫନରେ ସେବା ଯୋଗାଇଛନ୍ତି । ଅନନ୍ୟ ସେବା ପାଇଁ ୨୦୧୬ ରେ ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ଵାର ରାଷ୍ଟ୍ରପତି ଭବନରେ ଓଡିଶାରୁ ପ୍ରତିନିଧିତ୍ୱ କରି ଯୋଗଦାନ କରି ଆମ ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି । ତାଂକୁ ୫୪ ବର୍ଷ ସେ ୯୭ ଥର ରକ୍ତଦାନ କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ NPS ର ନବବର୍ଷ 2023 ଅଭିନନ୍ଦନ ଓ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ଙ୍କ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ଦେଶୀ ତାଲିମ ଗୃପ ର ସିଡିଏଓ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!